ଓଡିଶା ସାଧାରଣଜ୍ଞାନ-୨୬ ତା-୦୭ ଅଗଷ୍ଟ ୨୦୧୭
୧-କଳିଙ୍ଗଯୁଦ୍ଧ କେଉଁ ନଦୀକୂଳରେ ହୋଇଥିଲା ?
ଉ-ଦୟା ନଦୀ
୨-"ପ୍ରଣୟବଲ୍ଲରୀ" କାବ୍ୟର ରଚୟିତା କିଏ?
ଉ-ସ୍ବଭାବକବି ଗଙ୍ଗାଧର ମେହେର
୩-ନୌସେନା ପ୍ରଶିକ୍ଷଣ କେନ୍ଦ୍ର ଓଡିଶାର କେଉଁ ଠାରେ ଅବସ୍ଥିତ ?
ଉ-ଚିଲିକା
୪-ପ୍ରଥମାଷ୍ଟମୀ କେଉଁ ତିଥିରେ ପାଳନ କରାଯାଏ ?
ଉ-ମାର୍ଗଶିର କୃଷ୍ଣପକ୍ଷ ଅଷ୍ଟମୀ
୫-ଦିଲୀପ୍ ତିର୍କୀ କେଉଁ ଖେଳ ସହ ସମ୍ପୃକ୍ତ ?
ଉ-ହକି
୧-କଳିଙ୍ଗଯୁଦ୍ଧ କେଉଁ ନଦୀକୂଳରେ ହୋଇଥିଲା ?
ଉ-ଦୟା ନଦୀ
୨-"ପ୍ରଣୟବଲ୍ଲରୀ" କାବ୍ୟର ରଚୟିତା କିଏ?
ଉ-ସ୍ବଭାବକବି ଗଙ୍ଗାଧର ମେହେର
୩-ନୌସେନା ପ୍ରଶିକ୍ଷଣ କେନ୍ଦ୍ର ଓଡିଶାର କେଉଁ ଠାରେ ଅବସ୍ଥିତ ?
ଉ-ଚିଲିକା
୪-ପ୍ରଥମାଷ୍ଟମୀ କେଉଁ ତିଥିରେ ପାଳନ କରାଯାଏ ?
ଉ-ମାର୍ଗଶିର କୃଷ୍ଣପକ୍ଷ ଅଷ୍ଟମୀ
୫-ଦିଲୀପ୍ ତିର୍କୀ କେଉଁ ଖେଳ ସହ ସମ୍ପୃକ୍ତ ?
ଉ-ହକି
No comments:
Post a Comment