Tuesday 31 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୧୧ ତା-୩୧ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ବାଣପୁର ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଇଷ୍ଟଇଣ୍ଡିଆ କମ୍ପାନୀ କେବେ ବାରବାଟି ଦୁର୍ଗ ଅଧିକାର କରିଥିଲା?
୩-"ବଡଓଷା" କେଉଁ ମାସରେ ପାଳନ କରାଯାଏ?
୪-"ଲାବଣ୍ୟବତୀ" କାବ୍ୟ କିଏ ରଚନା କରିଛନ୍ତି?
୫-ଅଭିନେତା ବିଜୟ ମହାନ୍ତିଙ୍କ ପ୍ରଥମ ଚଳଚ୍ଚିତ୍ରର ନାମ କଣ?

ଉତ୍ତର-
୧-ଖୋର୍ଦ୍ଧା
୨-୧୪ ଅକ୍ଟୋବର୍ ୧୮୦୩
୩-କାର୍ତ୍ତିକ ମାସ
୪-କବିସମ୍ରାଟ ଉପେନ୍ଦ୍ର ଭଞ୍ଜ
୫-ଚିଲିକା ତୀରେ

Monday 30 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୧୦ ତା-୩୦ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ବନ୍ତ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ କିଏ ଅଛନ୍ତି?
୩-ପ୍ରସିଦ୍ଧ ମହିମାଗାଦି ତିର୍ଥସ୍ଥାନ କେଉଁଠାରେ ଅଛି?
୪-ଓଡିଆ ଭାଗବତ କିଏ ରଚନା କରିଛନ୍ତି ?
୫-ବାହାବଳପୁର ବନ୍ଦର କେଉଁ ଜିଲ୍ଲାରେ ଅବସ୍ଥିତ ?

ଉତ୍ତର-
୧-ଭଦ୍ରକ
୨-ଶ୍ରୀ କିଶୋର ମହାନ୍ତି
୩-ଯୋରନ୍ଦା
୪-ଶ୍ରୀ ଜଗନ୍ନାଥ ଦାସ
୫-ବାଲେଶ୍ବର 

Sunday 29 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୦୯ ତା-୨୯ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ଭୁବନ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ପ୍ରସିଦ୍ଧ ଦକ୍ଷିଣକାଳୀ ମନ୍ଦିର କେଉଁଠାରେ ଅଛି ?
୩-ପ୍ରଥମ ଓଡିଆ ଆନ୍ତର୍ଜାତିକ ମହିଳା କ୍ରିକେଟର କିଏ?
୪-ଶହୀଦ୍ ଜୟୀ ରାଜଗୁରୁ କେବେ ଜନ୍ମଗ୍ରହଣ କରିଥିଲେ?
୫-ଅଁଳାନବମୀ କେଉଁ ମାସରେ ପାଳନ କରାଯାଏ ?

ଉତ୍ତର-
୧-ଢେଙ୍କାନାଳ
୨-ନୟାଗଡ
୩-ମାଧୁରୀ ମେହଟ୍ଟା
୪-୨୯ ଅକ୍ଟୋବର୍ ୧୭୩୯
୫-କାର୍ତ୍ତିକ ମାସ

Saturday 28 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୦୮ ତା-୨୮ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ଝୁମ୍ପୁରା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ପ୍ରସିଦ୍ଧ ସିଦ୍ଧେଶ୍ବର ମନ୍ଦିର ଓଡିଶାର କେଉଁଠାରେ ଅଛି?
୩-"ଅମୃତ ସନ୍ତାନ" ଉପନ୍ୟାସ ପୁସ୍ତକ କିଏ ରଚନା କରିଛନ୍ତି?
୪-ପଣ୍ଡିତ ନୀଳକଣ୍ଠ ଦାସ କେବେ ଓଡିଶା ବିଧାନସଭାର ବାଚସ୍ପତି ହୋଇଥିଲେ?
୫-କଳାହାଣ୍ଡି ଜିଲ୍ଲା କେଉଁ ନୃତ୍ୟ ପାଇଁ ପ୍ରସିଦ୍ଧି ଲାଭ କରିଛି?

ଉତ୍ତର-
୧-କେନ୍ଦୁଝର
୨-ନରାଜ
୩-ଶ୍ରୀ ଗୋପୀନାଥ ମହାନ୍ତି
୪-୨୭ ମଈ ୧୯୫୭
୫-ଘୁମୁରା ନୃତ୍ୟ

Friday 27 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୦୭ ତା-୨୭ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ଡୁଙ୍ଗୁରୀପାଲି ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-"ସମାଜ" ସମ୍ବାଦପତ୍ର କେବେ ପ୍ରତିଷ୍ଠା ହୋଇଥିଲା ?
୩-ଓଡିଶାର ପ୍ରଥମ ମହିଳା ଏଭେରେଷ୍ଟ ଆରୋହୀ କିଏ ?
୪-ପୁଟୁଡି ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?
୫-ବିଶ୍ବର ପ୍ରଥମ ଜନଜାତି ବିଶ୍ବବିଦ୍ଯାଳୟର ନାମ କଣ?

ଉତ୍ତର-
୧-ସୋନପୁର
୨-୦୪ ଅକ୍ଟୋବର୍ ୧୯୧୯
୩-କଳ୍ପନା ଦାସ
୪-କନ୍ଧମାଳ
୫-କିସ୍ ବିଶ୍ବବିଦ୍ଯାଳୟ

Thursday 26 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୦୬ ତା-୨୬ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ବନ୍ଧୁଗାଁ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ପ୍ରସିଦ୍ଧ ବିମଳେଶ୍ବର ଶୈବପୀଠ କେଉଁଠାରେ ଅଛି ?
୩-ଶ୍ରୀ ବିଜୁ ପଟ୍ଟନାୟକ କେବେ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ?
୪-"ପଶ୍ଚିମ ଦିଗନ୍ତ" ସାହିତ୍ୟ କୃତି କିଏ ରଚନା କରିଛନ୍ତି ?
୫-ଗଲିକୋଣ୍ଡା ପର୍ବତ ଶୃଙ୍ଗର ଉଚ୍ଚତା କେତେ ?

ଉତ୍ତର-
୧-କୋରାପୁଟ
୨-ହୁମା,ସମ୍ବଲପୁର
୩-୫ ମାର୍ଚ୍ଚ ୧୯୯୦
୪-ଶ୍ରୀ ଶ୍ରୀହର୍ଷ ମିଶ୍ର
୫-୧୬୪୩ ମିଟର

Wednesday 25 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୦୫  ତା-୨୫ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ଶ୍ୟାମାଖୁଣ୍ଟା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ବାଲିଯାତ୍ରା କେଉଁ ମାସରେ ହୋଇଥାଏ ?
୩-୧୯୯୯ ମହାବାତ୍ୟା ସମୟରେ ଓଡିଶାର ମୁଖ୍ୟମନ୍ତ୍ରୀ କିଏ ଥିଲେ?
୪-ବୁରିଆପାହାଡ ଶୃଙ୍ଗ କେଉଁ ଜିଲ୍ଲାରେ ଅବସ୍ଥିତ ?
୫-"ମହିଷାସୁରର ମୁହଁ" ପୁସ୍ତକ କିଏ ରଚନା କରିଛନ୍ତି?

ଉତ୍ତର-
୧-ମୟୁରଭଞ୍ଜ
୨-କାର୍ତ୍ତିକ ମାସ
୩-ଶ୍ରୀ ଗିରିଧର ଗମାଙ୍ଗ
୪-ସମ୍ବଲପୁର
୫-ଶ୍ରୀ ବିଭୁତି ପଟ୍ଟନାୟକ

Tuesday 24 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୦୪ ତା-୨୪ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ଗୋଲାମୁଣ୍ଡା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ବୀର ସୁରେନ୍ଦ୍ର ସାଏଙ୍କ ବାପାଙ୍କ ନାମ କଣ?
୩-ଓଡିଶା ସରକାରୀ ଭାଷା ଅଧିନିୟମ କେବେ ପ୍ରଣୟନ ହୋଇଥିଲା?
୪-"ଏକଲା ମଣିଷ" ପୁସ୍ତକ କିଏ ରଚନା କରିଛନ୍ତି ?
୫-ଗିରିଡିବନ୍ଧ ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?

ଉତ୍ତର-
୧-କଳାହାଣ୍ଡି
୨-ଶ୍ରୀ ଧରମ୍ ସିଂ
୩-୧୯୫୪ ମସିହାରେ
୪-ଶ୍ରୀ ଗୋପାଳକୃଷ୍ଣ ରଥ
୫-କେନ୍ଦୁଝର

Monday 23 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୦୩ ତା-୨୩ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ଫିରିଙ୍ଗିଆ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ?
୨-ଡଃ. ହରେକୃଷ୍ଣ ମହତାବ କେବେ ମୃତ୍ୟୁବରଣ କରିଥିଲେ?
୩-ମହାବିଷୁବ ସଂକ୍ରାନ୍ତି କେଉଁ ମାସରେ ପଡିଥାଏ ?
୪-କେବେ ଓଡିଶା ୩ଟି ରାଜସ୍ବ ବିଭାଗରେ ବିଭକ୍ତ ହେଲା?
୫-"କଳାଦୃଷ୍ଟି" ପୁସ୍ତକ କିଏ ରଚନା କରିଛନ୍ତି ?

ଉତ୍ତର-
୧-କନ୍ଧମାଳ
୨-୨ ଜାନୁଆରୀ ୧୯୮୭
୩-ବୈଶାଖ
୪-୩୦ ଅଗଷ୍ଟ ୧୯୫୭
୫-ଶ୍ରୀ ଚିନ୍ତାମଣି ବେହେରା

Sunday 22 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୦୨ ତା-୨୨ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ମାନେଶ୍ବର ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଲିଙ୍ଗରାଜ ମନ୍ଦିର କେଉଁ ବଂଶର ରାଜା ନିର୍ମାଣ କରିଥିଲେ?
୩-ଛଉ ଲୋକନୃତ୍ୟ କେଉଁ ଜିଲ୍ଲାରେ ଦେଖାଯାଏ ?
୪-ବାଗ୍ମୀ ବିଶ୍ବନାଥ କର କେବେ ମୃତ୍ୟୁବରଣ କରିଥିଲେ?
୫-"ଜୀବନର ଚଳାପଥେ" ପୁସ୍ତକ କିଏ ରଚନା କରିଛନ୍ତି?

ଉତ୍ତର-
୧-ସମ୍ବଲପୁର
୨-ସୋମବଂଶ
୩-ମୟୁରଭଞ୍ଜ
୪-୧୯ ଅକ୍ଟୋବର୍ ୧୯୩୪
୫-ଶ୍ରୀ ପଠାଣି ପଟ୍ଟନାୟକ

Saturday 21 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୦୧ ତା-୨୧ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ଲାଇକେରା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଆଖଣ୍ଡଳମଣି ଶୈବପୀଠ କେଉଁଠାରେ ଅବସ୍ଥିତ ?
୩-ଦେବସ୍ନାନ ପୂର୍ଣ୍ଣିମା କେଉଁ ମାସରେ ପଡିଥାଏ ?
୪-ଇନ୍ଦ୍ରାବତୀ ନଦୀର ଦୈର୍ଘ୍ଯ କେତେ କିଲୋମିଟର?
୫-"ଅଭିଶପ୍ତ ଗନ୍ଧର୍ବ" ପୁସ୍ତକ କିଏ ରଚନା କରିଛନ୍ତି?

ଉତ୍ତର-
୧-ଝାରସୁଗୁଡା
୨-ଭଦ୍ରକ
୩-ଜ୍ୟେଷ୍ଠ ମାସ
୪-୫୩୦ କି.ମି.
୫-ମହାପାତ୍ର ନୀଳମଣି ସାହୁ

Friday 20 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୦୦ ତା-୨୦ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ରାଇଗଡ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ମଧୁସୂଦନ ଦାସ କେବେ ଇହଧାମ ତ୍ୟାଗ କରିଥିଲେ?
୩-କେନ୍ଦ୍ରାଞ୍ଚଳ ରାଜସ୍ବ ବିଭାଗର ମୁଖ୍ୟାଳୟ କେଉଁଠାରେ ଅଛି?
୪-"କା" ଉପନ୍ୟାସ କେଉଁ ଉପନ୍ୟାସିକ ରଚନା କରିଛନ୍ତି?
୫-ମହାଳୟା କେଉଁ ମାସରେ ପାଳନ କରାଯାଏ ?

ଉତ୍ତର-
୧-ନବରଙ୍ଗପୁର
୨- ୦୪ ଫେବୃଆରୀ ୧୯୩୪
୩-କଟକ
୪-ଶ୍ରୀ କାହ୍ନୁଚରଣ ମହାନ୍ତି
୫-ଆଶ୍ବିନ ମାସ

Thursday 19 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୯୯ ତା-୧୯ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-କୁସୁମୀ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଆଇ ଏମ୍ କଲାମ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା କେଉଁ ଓଡିଆ ଦେଇଛନ୍ତି ?
୩-ହାଣ୍ଡିଭଙ୍ଗା ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?
୪-ଓଡିଶାର କେଉଁ ଜିଲ୍ଲାରେ ସର୍ବାଧିକ ବିଧାନସଭା ଆସନ ଅଛି?
୫-ଶ୍ରୀ ସଚ୍ଚି ରାଉତରାୟ କେଉଁ ମସିହାରେ ଜ୍ଞାନପୀଠ ପୁରସ୍କାର ପାଇଥିଲେ?

ଉତ୍ତର-
୧-ମୟୁରଭଞ୍ଜ
୨-ଶ୍ରୀ ନୀଳମାଧବ ପଣ୍ଡା
୩-କେନ୍ଦୁଝର
୪-ଗଞ୍ଜାମ
୫-୧୯୮୬ ମସିହାରେ

Wednesday 18 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୯୮ ତା-୧୮ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ?
୨-ପ୍ରସିଦ୍ଧ ବୈତାଳ ମନ୍ଦିର କେଉଁଠାରେ ଅବସ୍ଥିତ ?
୩-ବ୍ରହ୍ମପୁର ବିଶ୍ବବିଦ୍ଯାଳୟର ଅନ୍ୟନାମ କଣ ?
୪-ଗର୍ଭଣା ସଂକ୍ରାନ୍ତି କେଉଁ ମାସରେ ପଡିଥାଏ ?
୫-"ପ୍ରାପ୍ତି" ପୁସ୍ତକ କିଏ ରଚନା କରିଛନ୍ତି ?

ଉତ୍ତର-
୧-କଟକ
୨-ଭୁବନେଶ୍ବର
୩-ଭଞ୍ଜବିହାର
୪-କାର୍ତ୍ତିକ ମାସ
୫-ପାରମିତା ଶତପଥୀ 

Tuesday 17 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୯୭ ତା-୧୭ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ବୈପାରୀଗୁଡା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ବେଦବ୍ୟାସ ଶୈବପୀଠ କେଉଁଠାରେ ଅବସ୍ଥିତ ?
୩-ଅମୃତଫଳ ପୁସ୍ତକ କିଏ ରଚନା କରିଛନ୍ତି ?
୪-କଳିଙ୍ଗ ଆଇରନ୍ ୱାର୍କସ୍ସ କାରଖାନା କେଉଁଠାରେ ଅଛି ?
୫-ଶ୍ରୀ ଏସ୍.ସି. ଜମିର କେବେ ଜନ୍ମଗ୍ରହଣ କରିଥିଲେ?

ଉତ୍ତର-
୧-କୋରାପୁଟ
୨-ସୁନ୍ଦରଗଡ
୩-ଶ୍ରୀ ମନୋଜ ଦାସ
୪-ବଡବିଲ୍
୫-୧୭ ଅକ୍ଟୋବର୍ ୧୯୩୧

Monday 16 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୯୬ ତା-୧୬ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ଓଡଗାଁ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଶ୍ରୀ ନବୀନ ପଟ୍ଟନାୟକ କେବେ ଜନ୍ମଗ୍ରହଣ କରିଥିଲେ?
୩-ବାଲିଯାତ୍ରା କେଉଁ ମାସରେ ପଡିଥାଏ ?
୪-ଗଣ୍ଡହାତୀ ପର୍ବତ ଶୃଙ୍ଗ କେଉଁ ଜିଲ୍ଲାରେ ଅବସ୍ଥିତ ?
୫-"ବିଚିତ୍ର ବର୍ଣ୍ଣା" ପୁସ୍ତକ କିଏ ରଚନା କରିଛନ୍ତି ?

ଉତ୍ତର-
୧-ନୟାଗଡ
୨-୧୬ ଅକ୍ଟୋବର୍ ୧୯୪୬
୩-କାର୍ତ୍ତିକ ମାସ
୪-ଗଞ୍ଜାମ
୫-ଶ୍ରୀ ରବି ପଟ୍ଟନାୟକ

Sunday 15 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୯୫  ତା-୧୫ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ବଂଶପାଳ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଗହ୍ମାପୂର୍ଣ୍ଣିମା କେଁଉ ମାସରେ ପାଳନ କରାଯାଏ ?
୩-ପରଶୁରାମେଶ୍ବର ଶୈବପୀଠ କେଉଁଠାରେ ଅବସ୍ଥିତ ?
୪-"ସପ୍ତମ ଋତୁ" କବିତା ପୁସ୍ତକ କିଏ ରଚନା କରିଛନ୍ତି ?
୫-ଦୀପଗିରି ପର୍ବତ ଶୃଙ୍ଗ କେଉଁ ଜିଲ୍ଲାରେ ଅବସ୍ଥିତ ?

ଉତ୍ତର-
୧-କେନ୍ଦୁଝର
୨-ଶ୍ରାବଣ ମାସ
୩-ଭୁବନେଶ୍ବର
୪-ଶ୍ରୀ ରମାକାନ୍ତ ରଥ
୫-କଳାହାଣ୍ଡି 

Saturday 14 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୯୪ ତା-୧୪ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ବାରକୋଟ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଶୀତଳ ଷଷ୍ଠୀ କେଉଁ ମାସରେ ପଡିଥାଏ ?
୩-ଗଦବା ଆଦିବାସୀ ନୃତ୍ୟ କେଉଁ ଜିଲ୍ଲାରେ ଦେଖାଯାଏ ?
୪-ମଳୟଗିରି ପର୍ବତ ଶୃଙ୍ଗ କେଉଁ ଜିଲ୍ଲାରେ ଅବସ୍ଥିତ ?
୫-"ଗାନ୍ଧୀ ମଣିଷ" ପ୍ରବନ୍ଧ ପୁସ୍ତକ କିଏ ରଚନା କରିଛନ୍ତି?

ଉତ୍ତର-
୧-ଦେବଗଡ
୨-ଜ୍ୟେଷ୍ଠ
୩-କୋରାପୁଟ
୪-ଅନୁଗୁଳ
୫-ଶ୍ରୀ ଶରତ କୁମାର ମହାନ୍ତି

Friday 13 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୯୩ ତା-୧୩ ଅକ୍ଟୋବର୍ ୨୦୧୪

ପ୍ରଶ୍ନ-
୧-ଡେରାବିଶ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଗଣେଶ ପୂଜା କେଉଁ ମାସରେ ପାଳନ କରାଯାଏ?
୩-ବର୍ତ୍ତମାନ ଓଡିଶାର ପ୍ରମୁଖ ଶାସନ ସଚିବ କିଏ ଅଛନ୍ତି ?
୪-ମୁକ୍ତେଶ୍ବର ମନ୍ଦିର କେଉଁଠାରେ ଅବସ୍ଥିତ ?
୫-"କୁମୁଡା" ପାହାଡ କେଉଁ ସହରରେ ଅବସ୍ଥିତ ?

ଉତ୍ତର-
୧-କେନ୍ଦ୍ରାପଡ଼ା
୨-ଭାଦ୍ରବ
୩-ଶ୍ରୀ ଆଦିତ୍ୟ ପ୍ରସାଦ ପାଢୀ
୪-ଭୁବନେଶ୍ବର
୫-ଟିଟିଲାଗଡ

Thursday 12 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୯୨ ତା-୧୨ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ପାତ୍ରପୁର ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ସ୍ବର୍ଗତ ଅକ୍ଷୟ ମହାନ୍ତି କେବେ ଜନ୍ମଗ୍ରହଣ କରିଥିଲେ?
୩-ଗଜଲକ୍ଷ୍ମୀ ପୂଜା କେଉଁ ମାସରେ ପାଳନ କରାଯାଏ ?
୪-ପଠାଣି ସାମନ୍ତ ପ୍ଲାନେଟୋରିୟମ୍ କେଉଁଠାରେ ଅଛି?
୫-ରାଣୀପୁର-ଝରିଆଲ ପର୍ଯ୍ୟଟନସ୍ଥଳୀ କେଉଁ ଜିଲ୍ଲାରେ ଅବସ୍ଥିତ ?

ଉତ୍ତର-
୧-ଗଞ୍ଜାମ
୨-୧୨ ଅକ୍ଟୋବର୍ ୧୯୩୬
୩-କାର୍ତ୍ତିକ ମାସ
୪-ଭୁବନେଶ୍ବର
  ୫-ବଲାଙ୍ଗିର

Wednesday 11 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୯୧ ତା-୧୧ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ଦର୍ପଣୀ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-"ସବୁଠାରୁ ଦୀର୍ଘରାତି"ପୁସ୍ତକ କିଏ ରଚନା କରିଛନ୍ତି ?
୩-ପ୍ରସିଦ୍ଧ ବିରଞ୍ଚି ନାରାୟଣ ମନ୍ଦିର କେଉଁଠାରେ ଅଛି ?
୪-ଦେବସ୍ନାନ ପୂର୍ଣ୍ଣିମା କେଉଁ ମାସରେ ପଡିଥାଏ ?
୫-କୋଣ୍ଡାମାଳି ପର୍ବତ କେଉଁ ଜିଲ୍ଲାରେ ଅବସ୍ଥିତ ?

ଉତ୍ତର-
୧-ଯାଜପୁର
୨-ଶ୍ରୀ ଚନ୍ଦ୍ରଶେଖର ରଥ
୩-ଭଦ୍ରକ
୪-ଜ୍ୟେଷ୍ଠ ମାସ
୫-କୋରାପୁଟ

Tuesday 10 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୯୦ ତା-୧୦ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ଖଇରା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ପ୍ରସିଦ୍ଧ ସୋମେଶ୍ବର ଶୈବପୀଠ କେଉଁଠାରେ ଅଛି ?
୩-ବକୁଳ ଅମାବାସ୍ଯା କେଉଁ ମାସରେ ପଡିଥାଏ ?
୪-ଛେଲିଆଟୋକା ପର୍ବତ ଶୃଙ୍ଗ କେଉଁଠାରେ ଅଛି?
୫-"ମୋ ଜୀବନ ସଂଗ୍ରାମ" ପୁସ୍ତକ କିଏ ରଚନା କରିଛନ୍ତି ?

ଉତ୍ତର-
୧-ବାଲେଶ୍ବର
୨-ପାଟଣାଗଡ
୩-ପୌଷ ମାସ
୪-ସୁନ୍ଦରଗଡ
୫-ଡଃ ସତ୍ୟନାରାୟଣ ରାଜଗୁରୁ

Monday 9 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୮୯ ତା-୦୯ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ଧରାକୋଟ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ?
୨-ଚନ୍ଦନଯାତ୍ରା କେଉଁ ମାସରେ ପାଳନ କରାଯାଏ ?
୩-କାଞ୍ଜିଆ ମଧୁର ହ୍ରଦ କେଉଁ ଜିଲ୍ଲାରେ ଅବସ୍ଥିତ ?
୪-ସ୍ବରଳୟ ପୁସ୍ତକ କିଏ ରଚନା କରିଛନ୍ତି ?
୫-ପଣ୍ଡିତ ଗୋପବନ୍ଧୁ ଦାସ କେବେ ଜନ୍ମଗ୍ରହଣ କରିଥିଲେ?

ଉତ୍ତର-
୧-ଗଞ୍ଜାମ
୨-ବୈଶାଖ
୩-ଖୋର୍ଦ୍ଧା
୪-ଶ୍ରୀ ବଂଶୀଧର ଷଡଙ୍ଗୀ
୫-୦୯ ଅକ୍ଟୋବର୍ ୧୮୭୭

Sunday 8 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ -୮୮ ତା-୮ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-କୋଡିଙ୍ଗା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ପ୍ରସିଦ୍ଧ ଯୋରନ୍ଦା ମେଳା କେଉଁ ମାସରେ ପାଳନ କରାଯାଏ?
୩-ଖୁଲୁଡି ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?
୪-ଗୋଳାଦେଇ ପର୍ବତ କେଉଁ ଜିଲ୍ଲାରେ ଅବସ୍ଥିତ ?
୫-"ଗୋପପୁର" ପୁସ୍ତକ କିଏ ରଚନା କରିଛନ୍ତି ?

ଉତ୍ତର-
୧-ନବରଙ୍ଗପୁର
୨-ମାଘ ମାସ
୩-ଅନୁଗୁଳ
୪-ନୟାଗଡ
୫-ଶ୍ରୀ ରାମଚନ୍ଦ୍ର ବେହେରା

Saturday 7 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ -୮୭ ତା-୦୭ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ବିନିକା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ରଜ ପର୍ବ କେଉଁ ମାସରେ ପାଳନ କରାଯାଇଥାଏ?
୩-ପ୍ରସିଦ୍ଧ ଅଲାରନାଥ ମନ୍ଦିର କେଉଁଠାରେ ଅବସ୍ଥିତ ?
୪-କଣ୍ଟା ଓ ଅନ୍ୟାନ୍ୟ ଗଳ୍ପ ପୁସ୍ତକ କିଏ ରଚନା କରିଛନ୍ତି?
୫-ମାଙ୍କଡନଚା ପର୍ବତ କେଉଁ ଜିଲ୍ଲାରେ ଅବସ୍ଥିତ ?

ଉତ୍ତର-
୧-ସୋନପୁର
୨-ଜ୍ୟେଷ୍ଠ ମାସ
୩-ପୁରୀ
୪-ଶ୍ରୀ ଗୌରହରି ଦାସ
୫-କେନ୍ଦୁଝର

Friday 6 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୮୬ ତା-୬ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ଟାଙ୍ଗରପାଲି ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଧନୁ ସଂକ୍ରାନ୍ତି କେଉଁ ମାସରେ ପଡିଥାଏ ?
୩-ବାଗ୍ରା ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?
୪-"ସୁଖ ସଂହିତା" ପୁସ୍ତକ କିଏ ରଚନା କରିଛନ୍ତି ?
୫-କବିମଞ୍ଜୁଳ ଉପାଧି କେଉଁ କବିଙ୍କୁ ମିଳିଅଛି ?

ଉତ୍ତର-
୧-ସୁନ୍ଦରଗଡ
୨-ପୌଷ
୩-କୋରାପୁଟ
୪-ଶ୍ରୀ ଦୀପକ ମିଶ୍ର
୫-ଶ୍ରୀ କୃଷ୍ଣପ୍ରସାଦ ବସୁ

Thursday 5 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୮୫ ତା-୫ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ନରସିଂହପୁର ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ପ୍ରସିଦ୍ଧ ଚନ୍ଦନେଶ୍ବର ମନ୍ଦିର କେଉଁଠାରେ ଅବସ୍ଥିତ ?
୩-ପ୍ରେମିକ କବି ଉପାଧି କେଉଁ କବିଙ୍କୁ ମିଳିଅଛି ?
୪-ଦେବକୁଣ୍ଡ ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?
୫-"ବିପୁଳ ଦିଗନ୍ତ" ପୁସ୍ତକ କିଏ ରଚନା କରିଛନ୍ତି?

ଉତ୍ତର-
୧-କଟକ
୨-ଭୋଗରାଇ
୩-ମାୟାଧର ମାନସିଂ
୪-ମୟୁରଭଞ୍ଜ
୫-ଗୋପାଳକୃଷ୍ଣ ରଥ

Wednesday 4 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୮୪ ତା-୪ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ଜମନକିରା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଖଣ୍ଡାଧାର ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?
୩-ମକର ସଂକ୍ରାନ୍ତି କେଉଁ ମାସରେ ପଡିଥାଏ ?
୪-ମୃଗୟା ପୁସ୍ତକ କିଏ ରଚନା କରିଛନ୍ତି ?
୫-ଗାୟକ ସୁଧାକର ଉପାଧି କିଏ ପାଇଛନ୍ତି ?

ଉତ୍ତର-
୧-ସମ୍ବଲପୁର
୨-କେନ୍ଦୁଝର
୩-ମାଘ
୪-ଫନି ମହାନ୍ତି
୫-ବାଳକୃଷ୍ଣ ଦାସ

Tuesday 3 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୮୩ ତା-୩ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ଗାଇସିଲଟ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ବିଶ୍ବକର୍ମା ପୂଜା କେଉଁ ମାସରେ ପାଳନ କରାଯାଏ ?
୩-ନାଟ୍ୟ ଭାରତୀ ଉପାଧି କିଏ ପାଇଛନ୍ତି ?
୪-ଖୁଣ୍ଟାବଳ ପର୍ବତ କେଉଁ ଜିଲ୍ଲାରେ ଅବସ୍ଥିତ ?
୫-"ତନ୍ମୟ ଧୂଳି" ପୁସ୍ତକ କିଏ ରଚନା କରିଛନ୍ତି ?

ଉତ୍ତର-
୧-ବରଗଡ
୨-ଆଶ୍ବିନ ମାସ
୩-ଶ୍ରୀ ଅଶ୍ବିନୀ କୁମାର ଘୋଷ
୪-ଗଞ୍ଜାମ
୫-ଶ୍ରୀମତି ପ୍ରତିଭା ଶତପଥୀ 

Monday 2 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୮୨ ତା-୨ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-କୋଇଡା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ସାବିତ୍ରୀ ଅମାବାସ୍ୟା କେଉଁ ମାସରେ ପାଳନ କରାଯାଏ ?
୩-ମୁରଳିସୋରୁ ପର୍ବତ କେଉଁ ଜିଲ୍ଲାରେ ଅବସ୍ଥିତ ?
୪-ଅବନ୍ତର ପୁସ୍ତକ କିଏ ରଚନା କରିଛନ୍ତି ?
୫-କେଉଁ ରାଜା ୧୬ଟି ବ୍ରାହ୍ମଣ ଶାସନ ସ୍ଥାପନ କରିଥିଲେ?

ଉତ୍ତର-
୧-ସୁନ୍ଦରଗଡ
୨-ଜ୍ୟେଷ୍ଠ
୩-କନ୍ଧମାଳ
୪-ଶ୍ରୀ ଅନନ୍ତ ପଟ୍ଟନାୟକ
୫-ପୁରୁଷୋତ୍ତମ ଦେବ 

Sunday 1 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୮୧ ତା-୧ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ଗୁଡାରୀ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-"ଗୋପପୁର" ପୁସ୍ତକ କିଏ ରଚନା କରିଛନ୍ତି ?
୩-ମୋତିଝରଣ ଚିଡିଆଖାନା କେଉଁଠାରେ ଅବସ୍ଥିତ ?
୪-ପ୍ରଥମ ଓଡିଆ ମହିଳା ଜାତୀୟ ଜୁଡୋ ରେଫରୀ କିଏ ?
୫-ଟମକା ପର୍ବତ କେଉଁ ଜିଲ୍ଲାରେ ଅବସ୍ଥିତ ?

ଉତ୍ତର-
୧-ରାୟଗଡା
୨-ଶ୍ରୀ ରାମଚନ୍ଦ୍ର ବେହେରା
୩-ସମ୍ବଲପୁର
୪-ଶ୍ରୀମତି ଗୀତାଞ୍ଜଳି ପଣ୍ଡା
୫-କେନ୍ଦୁଝର