Saturday 30 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୮୦ ତା-୩୦ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-ଗୁରୁଆଣ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ମହାଗିରି ପର୍ବତ କେଉଁ ଜିଲ୍ଲାରେ ଅବସ୍ଥିତ ?
୩-ପ୍ରଥମ ଓଡିଆ ଆନ୍ତର୍ଜାତିକ କ୍ରିକେଟ ଅମ୍ପାୟାର କିଏ ?
୪-ବେତ ଶିଳ୍ପ ପାଇଁ ଓଡିଶାର କେଉଁ ସ୍ଥାନ ପ୍ରସିଦ୍ଧ ?
୫-ନୃତ୍ୟ ପ୍ରବୀଣା ଉପାଧି କେଉଁ ନୃତ୍ୟାଙ୍ଗନା ପାଇଛନ୍ତି ?

ଉତ୍ତର-
୧-ମୟୁରଭଞ୍ଜ
୨-କଟକ
୩-ଶ୍ରୀ ସୁବ୍ରତ ଦାସ
୪-ବାଣପୁର
୫-ଶ୍ରୀମତି ସଂଯୁକ୍ତା ପାଣିଗ୍ରାହୀ 

Friday 29 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୭୯  ତା-୨୯ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-ଚକାପାଦ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ବାଲିମେଳା ବନ୍ଧ କେଉଁ ନଦୀରେ ନିର୍ମିତ ହୋଇଛି ?
୩-ସୁକିନ୍ଦା କେଉଁ ଖଣିଜ ପଦାର୍ଥ ପାଇଁ ପ୍ରସିଦ୍ଧ ?
୪-ଆମ ରାଜ୍ୟର କେଉଁଠାରେ କୁମ୍ଭୀର ସଂରକ୍ଷଣ କେନ୍ଦ୍ର ଅଛି ?
୫-"ପରଶୁରାମ ବିଜୟ" ନାଟକର ରଚୟିତା କିଏ ?

ଉତ୍ତର-
୧-କନ୍ଧମାଳ
୨-ସିଲେରୁ
୩-ନିକେଲ୍
୪-ଟିକରପଡା
୫-କପିଳେନ୍ଦ୍ର ଦେବ 

Thursday 28 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୭୮ ତା-୨୮ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-ଆଗଲପୁର ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଓଡିଶାର ବୃହତ୍ତମ ବସ୍ ଟର୍ମିନାଲ୍ କେଉଁଠାରେ ଅଛି ?
୩-ବର୍ତ୍ତମାନ ଓଡିଶାର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କିଏ ଅଛନ୍ତି ?
୪-ଗଣେଶ ପୂଜା କେଉଁ ମାସରେ ପାଳନ କରାଯାଏ ?
୫-ନିୟମଗିରି ପର୍ବତ କେଉଁ ଜିଲ୍ଲାରେ ଅବସ୍ଥିତ ?

ଉତ୍ତର-
୧-ବଲାଙ୍ଗିର
୨-ମାଳତିପାଟପୁର,ପୁରୀ
୩-ଶ୍ର ପ୍ରଫୁଲ୍ଲ ସାମଲ
୪-ଭାଦ୍ରବ ମାସ
୫-କଳାହାଣ୍ଡି 

Wednesday 27 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୭୬ ତା-୨୬ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-କର୍ଲାମୁଣ୍ଡା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ସରସ୍ବତୀ ପୂଜା କେଉଁ ମାସରେ ପାଳନ କରାଯାଏ ?
୩-ବର୍ତ୍ତମାନ ଓଡିଶାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ କିଏ ଅଛନ୍ତି ?
୪-"ଦକ୍ଷିଣ ଆଫ୍ରିକରେ ଓଡିଆ ଢିଙ୍କି" କିଏ ରଚନା କରିଛନ୍ତି ?
୫-ପ୍ରସିଦ୍ଧ ମାଁ ଚର୍ଚ୍ଚିକା ମନ୍ଦିର କେଉଁଠାରେ ଅବସ୍ଥିତ ?

ଉତ୍ତର-
୧-କଳାହାଣ୍ଡି
୨-ମାଘ ମାସ
୩-ଶ୍ରୀ ନୃସିଂହ ସାହୁ
୪-ଶ୍ରୀ ଭୁବନେଶ୍ବର ବେହେରା
୫-ବାଙ୍କି 

Tuesday 26 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୭୬  ତା-୨୬ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-ରିଆମାଳ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଜନ୍ମାଷ୍ଟମୀ କେଉଁ ମାସରେ ପାଳନ କରାଯାଏ ?
୩-ମେଘାସନ ପର୍ବତ କେଉଁ ଜିଲ୍ଲାରେ ଅବସ୍ଥିତ ?
୪-ଓଡିଶାର ଉଚ୍ଚତମ ଶିବମନ୍ଦିରର ନାମ କଣ ?
୫-ଉଲ୍ଲଘଂନ ପୁସ୍ତକ କିଏ ରଚନା କରିଛନ୍ତି ?

ଉତ୍ତର-
୧-ଦେବଗଡ
୨-ଭାଦ୍ରବ
୩-ମୟୁରଭଞ୍ଜ
୪-ଲିଙ୍ଗରାଜ ମନ୍ଦିର
୫-ଶ୍ରୀମତି ପ୍ରତିଭା ରାୟ 

Monday 25 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୭୫ ତା-୨୫ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-ଦଶମନ୍ତପୁର ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ରାଜଗିରି ପର୍ବତ କେଉଁ ଜିଲ୍ଲାରେ ଅବସ୍ଥିତ ?
୩-ଗାୟକ ଶିରୋମଣି ଉପାଧି କାହାକୁ ମିଳିଅଛି ?
୪-ଓଡିଶାର ପ୍ରଥମ ମହିଳା ପାଇଲଟ୍ କିଏ ?
୫-ଖୁଦୁରୁକୁଣି ଓଷା କେଉଁ ମାସରେ ପାଳନ କରାଯାଏ ?

ଉତ୍ତର-
୧-କୋରାପୁଟ
୨-ପୁରୀ
୩-ନିରଞ୍ଜନ କର
୪-ଗିରିବାଳା ମହାନ୍ତି
୫-ଭାଦ୍ରବ ମାସ

Sunday 24 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୭୪ ତା-୨୪ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-କୋରକୁଣ୍ଡା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଅଁଳାନବମୀ କେଉଁ ମାସରେ ପଡିଥାଏ  ?
୩-ପଞ୍ଚଧାର ପର୍ବତ କେଉଁ ଜିଲ୍ଲାରେ ଅବସ୍ଥିତ ?
୪-ମୃଗୟା ପୁସ୍ତକ କିଏ ରଚନା କରିଛନ୍ତି ?
୫-ଓଡିଶାର ବୃହତ୍ତମ ନାଟ୍ୟ ମଣ୍ଡପର ନାମ କଣ ?

ଉତ୍ତର-
୧-ମାଲକାନଗିରି
୨-କାର୍ତ୍ତିକ ମାସ
୩-ଢେଙ୍କାନାଳ
୪-ଫନି ମହାନ୍ତି
୫-ରବିନ୍ଦ୍ର ମଣ୍ଡପ

Saturday 23 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୭୩ ତା-୨୩ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-ବରପାଲି ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ବାଦାମଗଡ ଝରଣା କେଉଁ ଜିଲ୍ଲାରେ ଅବସ୍ଥିତ ?
୩-ଗର୍ଭଗୃହ ପୁସ୍ତକ କିଏ ରଚନା କରିଛନ୍ତି ?
୪-ସ୍ନାନ କ୍ଷେତ୍ର ରୂପେ ଓଡିଶାର କେଉଁ ସ୍ଥାନ ପ୍ରସିଦ୍ଧ ?
୫-ଅକ୍ଷୟ ତୃତୀୟା କେଉଁ ମାସରେ ପଡିଥାଏ ?

ଉତ୍ତର-
୧-ବରଗଡ
୨-ସୁନ୍ଦରଗଡ
୩-ଶ୍ରୀ ହରପ୍ରସାଦ ଦାସ
୪-ଚନ୍ଦ୍ରଭାଗା
୫-ବୈଶାଖ

Friday 22 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୭୨ ତା-୨୨ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-ତିହିଡି ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଶ୍ରୀରାମ ନବମୀ କେଉଁ ମାସରେ ପଡିଥାଏ ?
୩-ଓଡିଶା ଦକ୍ଷତା ବିକାଶର ମୁଖ୍ୟଙ୍କ ନାମ କଣ ?
୪-ପାଟଦେଇ ପୁସ୍ତକ କିଏ ରଚନା କରିଛନ୍ତି ?
୫-ନିର୍ମଳ‍ଝର ଜଳପ୍ରପାତ କେଉଁ ଜିଲ୍ଲାରେ ଅଛି ?

ଉତ୍ତର-
୧-ଭଦ୍ରକ
୨-ଚୈତ୍ର
୩-ଶ୍ରୀ ସୁବ୍ରତ ବାଗ୍ଚି
୪-ଶ୍ରୀମତି ବୀଣାପାଣି ମହାନ୍ତି
୫-ଗଞ୍ଜାମ

Thursday 21 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ -୭୧  ତା-୨୧ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-ଖପ୍ରାଖୋଲ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ପ୍ରଥମାଷ୍ଟମୀ କେଉଁ ମାସରେ ପଡିଥାଏ ?
୩-ବରେହିପାଣି ଜଳପ୍ରପାତ କେଉଁ ଜିଲ୍ଲାରେ ଅଛି ?
୪-ଶୈଳକଳ୍ପ ପୁସ୍ତକ କିଏ ରଚନା କରିଛନ୍ତି ?
୫-ତାରକସି କାମ ପାଇଁ ଓଡିଶାର କେଉଁ ସ୍ଥାନ ପ୍ରସିଦ୍ଧ ?

ଉତ୍ତର-
୧-ବଲାଙ୍ଗୀର
୨-ମାର୍ଗଶିର
୩-ମୟୁରଭଞ୍ଜ
୪-ରାଜେନ୍ଦ୍ର କିଶୋର ପଣ୍ଡା
୫-କଟକ

Wednesday 20 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୭୦  ତା-୨୦ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-ହରଭଙ୍ଗା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଶାମ୍ବ ଦଶମୀ କେଉଁ ମାସରେ ପଡିଥାଏ ?
୩-ପ୍ରସିଦ୍ଧ ଇସ୍କନ ମନ୍ଦିର କେଉଁଠାରେ ଅଛି ?
୪-ହାତୀମାଳି ପର୍ବତ ଶୃଙ୍ଗ କେଉଁ ଜିଲ୍ଲାରେ ଅଛି ?
୫-ରଜ୍ୟ ହାଉସିଂ ବୋର୍ଡର ନୂଆ ଅଧ୍ୟକ୍ଷଙ୍କ ନାମ କଣ?

ଉତ୍ତର-
୧-ବୌଦ୍ଧ
୨-ପୌଷ
୩-ଭୁବନେଶ୍ବର
୪-କୋରାପୁଟ
୫-ଶ୍ରୀ ଭୂପିନ୍ଦର ସିଂ

Tuesday 19 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୬୯  ତା-୧୯ ସେପ୍ଟେମ୍ବର୍ ୨୦୧୭
ପ୍ରଶ୍ନ-
୧-ବାହାନଗା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଝୁଲଣଯାତ୍ରା କେଉଁ ମାସରେ ପଡିଥାଏ ?
୩-ପ୍ରସିଦ୍ଧ ସିଦ୍ଧେଶ୍ବର ମନ୍ଦିର କେଉଁଠାରେ ଅଛି ?
୪-ଦେଉଳଝରି ଉଷ୍ଣପ୍ରସବଣ କେଉଁ ଜିଲ୍ଲାରେ ଅବସ୍ଥିତ ?
୫-ବାନପ୍ରସ୍ଥ ପୁସ୍ତକ କିଏ ରଚନା କରିଛନ୍ତି ?

ଉତ୍ତର-
୧-ବାଲେଶ୍ବର
୨-ଶ୍ରାବଣ
୩-ନରାଜ
୪-ଅନୁଗୁଳ
୫-ଶ୍ରୀ ବିଜୟ ମିଶ୍ର

Monday 18 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୬୮  ତା-୧୮ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-ମାର୍ଶାଘାଇ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ରାସପୂର୍ଣିମ‍ା କେଉଁ ମାସରେ ପଡିଥାଏ ?
୩-ପ୍ରସିଦ୍ଧ ନୀଳକଣ୍ଠେଶ୍ବର ମନ୍ଦିର କେଉଁଠାରେ ଅଛି ?
୪-ଅଚିହ୍ନା ବାସଭୂମି ପୁସ୍ତକ କିଏ ରଚନା କରିଛନ୍ତି ?
୫-ଓଡିଶାର ଦୀର୍ଘତମ କୋଠା କେଉଁଟି ?

ଉତ୍ତର-
୧-କେନ୍ଦ୍ରାପଡ଼ା
୨-କାର୍ତ୍ତିକ ମାସ
୩-ବ୍ରହ୍ମପୁର
୪-କଳ୍ପନା କୁମାରୀ ଦେବୀ
୫-ସଚିବାଳୟ କୋଠା

Sunday 17 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୬୭  ତା-୧୭ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-କାଶିପୁର ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଓଡିଶାର ଜାତୀୟ ବୃକ୍ଷର ନାମ କଣ ?
୩-ହୀରାକୁଦ ନଦୀବନ୍ଧର ଦୈର୍ଘ୍ଯ କେତେ ଅଟେ ?
୪-ଓଡିଶାର କେଉଁଠାରେ ବ୍ୟାଘ୍ରପ୍ରକଳ୍ପ ଅବସ୍ଥିତ ?
୫-ଓଡିଶା ରାଜ୍ୟ ଖଦି ବୋର୍ଡର ଅଧ୍ୟକ୍ଷ କିଏ ଅଛନ୍ତି ?

ଉତ୍ତର-
୧-ରାୟଗଡା
୨-ଅଶ୍ବତ୍ଥ ଗଛ
୩-୪.୮ କି.ମି.
୪-ଶିମିଳିପାଳ
୫-ଶ୍ରୀ ତେଜେଶ୍ବର ପରିଡା

Saturday 16 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୬୬  ତା-୧୬ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-ଭାପୁର ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ମହେନ୍ଦ୍ରଗିରି ପର୍ବତ କେଉଁ ଜିଲ୍ଲାରେ ଅବସ୍ଥିତ ?
୩-ଓଡିଶାର ଜାତୀୟ ପଶୁର ନାମ କଣ ?
  ୪-"ଚଣ୍ଡୀ ପୁରାଣ" କିଏ ରଚନା କରିଛନ୍ତି ?
  ୫-ବଂଶଧାରା ନଦୀର ଦୈର୍ଘ୍ଯ କେତେ ଅଟେ ?

 ଉତ୍ତର-
୧-ନୟାଗଡ
୨-ଗଜପତି
୩-ସମ୍ବର
୪-ସାରଳା ଦାସ
୫-୧୫୬ କି.ମି.

Friday 15 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୬୫  ତା-୧୫ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-ରସୁଲପୁର ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଶଙ୍ଖ କ୍ଷେତ୍ର ନାମରେ କେଉଁ ସ୍ଥାନ ପ୍ରସିଦ୍ଧ ଅଟେ ?
୩-ନାଗାବଳୀ ନଦୀ କେଉଁଠାରେ ଉତ୍ପତ୍ତି ହୋଇଅଛି ?
୪-ଓଡିଶାର ବୃହତ୍ତମ ଟେଲିଭିଜନ୍ ଷ୍ଟୁଡିଓର ନାମ କଣ?
୫-ଓଡିଶା ରାଜ୍ୟ ଯୋଜନା ବୋର୍ଡର ଉପାଧକ୍ଷ କିଏ ଅଛନ୍ତି?

ଉତ୍ତର-
୧-ଯାଜପୁର
୨-ପୁରୀ
୩-କଳାହାଣ୍ଡି
୪-କଳିଙ୍ଗ ଷ୍ଟୁଡିଓ
୫-ଶ୍ରୁୀ ବିଷ୍ଣୁ ଚରଣ ଦାସ

Thursday 14 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୬୪  ତା-୧୪ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-କେଲାବିରା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ବାନ୍ଦୀ ନୃତ୍ୟ ପାଇଁ କେଉଁ ଜିଲ୍ଲା ପ୍ରସିଦ୍ଧି ଲାଭ କରିଛି?
୩-"ଠାକୁର ଘର" ପୁସ୍ତକ କିଏ ରଚନା କରିଛନ୍ତି ?
୪-ଓଡିଶାର ଦୀର୍ଘତମ ସୁଡଙ୍ଗ କେଉଁଠାରେ ଅଛି?
୫-ଜୁଏଲ୍ ଓରାମ୍ କେଉଁ ବିଭାଗର ମନ୍ତ୍ରୀ ଅଛନ୍ତି ?

ଉତ୍ତର-
୧-ଝାରସୁଗୁଡା
୨-ସମ୍ବଲପୁର
୩-କିଶୋରୀ ଚରଣ ଦାସ
୪-ମାଲିଗୁଡା,କୋରାପୁଟ
୫-ଆଦିବାସୀ ବ୍ୟାପାର

Wednesday 13 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ -୬୩  ତା-୧୩ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-କପ୍ତିପଦା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ବର୍ତ୍ତମାନ ଓଡିଶାର ଯୋଜନା ଓ ସମନ୍ବୟ ମନ୍ତ୍ରୀ କିଏ ଅଛନ୍ତି?
୩-"ବାଣୀକ୍ଷେତ୍ର" ନାମରେ କେଉଁ ସ୍ଥାନ ପ୍ରସିଦ୍ଧ ଲାଭ କରିଛି?
୪-ଓଡିଶାର ବୃହତ୍ତମ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର କେଉଁଠି ?
୫-"ସୂର୍ଯ୍ୟ ଓ ଅନ୍ଧକାର" ପୁସ୍ତକ କିଏ ରଚନା କରିଛନ୍ତି ?

ଉତ୍ତର-
୧-ମୟୁରଭଞ୍ଜ
୨-ଶ୍ରୀମତୀ ଉଷା ଦେବୀ
୩-ଝଙ୍କଡ
୪-ପାଇକମାଳ
୫-ଶ୍ରୀ ରାଧାମୋହନ ଗଡନାୟକ 

Tuesday 12 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ -୬୨ ତା-୧୨ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-ଚକାପାଦ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-"ଉତ୍କଳ ଭାରତ" ରାଜନୈତିକ ଦଳର ସଭାପତିଙ୍କ ନାମ କଣ?
୩-"ଶବ୍ଦର ଆକାଶ" ପୁସ୍ତକ କିଏ ରଚନା କରିଛନ୍ତି ?
୪-ରେଶମ ନଗରୀ ରୂପେ କେଉଁ ସ୍ଥାନ ପ୍ରସିଦ୍ଧ ଅଟେ?
୫-ଅନୁରାଧା ବିଶ୍ବାଳ କେଉଁ ଖେଳ ସହ ସମ୍ପୃକ୍ତ ?

ଉତ୍ତର-
୧-ଫୁଲବାଣୀ
୨-ଶ୍ରୀ ଐର ଖାରବେଳ ସ୍ବାଇଁ
୩-ଡଃ. ସୀତାକାନ୍ତ ମହାପାତ୍ର
୪-ବ୍ରହ୍ମପୁର
୫-ଆଥଲେଟିକ୍ସ

Monday 11 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୬୧  ତା-୧୧ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-ଲହୁଣିପଡା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ?
୨-ବର୍ତ୍ତମାନ ଓଡିଶାର ଖଣି ମନ୍ତ୍ରୀ କିଏ ଅଛନ୍ତି ?
୩-କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କେଉଁ ବିଭାଗର ମନ୍ତ୍ରୀ ଅଛନ୍ତି?
୪-କେତେ ଜଣ ବଢେଇ କୋଣାର୍କ ମନ୍ଦିର ନିର୍ମାଣରେ ନିୟୋଜିତ ଥିଲେ?
୫-ବସନ୍ତ ମହାନ୍ତି କେଉଁ ଖେଳ ସହ ସମ୍ପୃକ୍ତ ଅଟନ୍ତି?

ଉତ୍ତର-
୧-ସୁନ୍ଦରଗଡ
୨-ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ
୩-ପେଟ୍ରୋଲିୟମ୍,ପ୍ରାକୃତିକ ଗ୍ୟାସ ଓ ଦକ୍ଷତା ବିକାଶ
୪-୧୨୦୦
୫-କ୍ରିକେଟ

Sunday 10 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ -୬୦ ତା-୧୦ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-ମାଥିଲି ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-କେନ୍ଦ୍ର ସରକାରରେ ମନ୍ତ୍ରୀ ଥିବା ଦୁଇ ଓଡିଆ ଙ୍କ ନାମ କଣ?
୩-ନିର୍ଭୟ ଖବରକାଗଜର ସମ୍ପାଦକଙ୍କ ନାମ କଣ?
୪-ଓଡିଶାର କେଉଁଠାରେ ରେଳଡବା ମରାମତି କାରଖାନା ଅଛି?
୫-କେଉଁ ନଦୀ କୂଳରେ ଧଉଳି ଗିରି  ଅବସ୍ଥିତ ?

ଉତ୍ତର-
୧-ମାଲକାନଗିରି
୨-ଶ୍ରୀ ଜୁଏଲ୍ ଓରାମ୍ ଓ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ
୩-ଶ୍ରୀ ନବୀନ ଦାସ
୪-ମଞ୍ଚେଶ୍ବର
୫-ଦୟା ନଦୀ

Saturday 9 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସଧାରଣଜ୍ଞାନ-୫୯ ତା-୯ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-କଣାସ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଖଣ୍ଡୁଆ ହସ୍ତଶିଳ୍ପ ଦ୍ରବ୍ୟ ପାଇଁ କେଉଁ ସ୍ଥାନ ପ୍ରସିଦ୍ଧ ?
୩-"ସମୁଦ୍ର ସ୍ନାନ" ପୁସ୍ତକ କିଏ ରଚନା କରିଛନ୍ତି ?
୪-ବର୍ତ୍ତମାନ ଓଡିଶାର ପରିବହନ ମନ୍ତ୍ରୀ କିଏ ଅଛନ୍ତି?
୫-ଇସ୍ପାତ ନଗରୀ ରୂପେ କେଉଁ ସହର ପରିଚିତ ?

ଉତ୍ତର-
୧-ପୁରୀ
୨-ନୂଆପାଟଣା,କଟକ
୩-ଗୁରୁପ୍ରସାଦ ମହାନ୍ତି
୪-ନୃସିଂହ ଚରଣ ସାହୁ
୫-ରାଉରକେଲା

Friday 8 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୫୮  ତା-୮ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-ଚନ୍ଦାହାଣ୍ଡି ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ନାରିକେଲ ଗବେଷଣା କେନ୍ଦ୍ର କେଉଁଠାରେ ଅଛି?
୩-ଶିଳାପଦ୍ମ ପୁସ୍ତକ କିଏ ରଚନା କରିଛନ୍ତି ?
୪-ପ୍ରସିଦ୍ଧ ଲଡୁବାବା ମନ୍ଦିର କେଉଁଠାରେ ଅଛି?
୫-ଓଡିଶାର ଦୀର୍ଘତମ ବିଦ୍ୟୁତ ଲାଇନ୍ କେଉଁଟି ?

ଉତ୍ତର-
୧-ନବରଙ୍ଗପୁର
୨-ସାକ୍ଷୀଗୋପାଳ
୩-ଶ୍ରୀମତି ପ୍ରତିଭା ରାୟ
୪-ଶରଣକୂଳ
୪-ତାଳଚେର ରୁ ବାଲିମେଳା

Thursday 7 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୫୭ ତା-୦୭ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-ସିମିଲିଗୁଡା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ବର୍ତ୍ତମାନ ଓଡିଶାର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କିଏ ଅଛନ୍ତି?
୩-କିଟ୍ ଓ କିସ୍ ବିଶ୍ବବିଦ୍ଯାଳୟର ପ୍ରତିଷ୍ଠାତାଙ୍କ ନାମ କଣ?
୪-ଧରିତ୍ରୀ ସମ୍ବାଦପତ୍ରର ସମ୍ପାଦକ କିଏ ଅଛନ୍ତି ?
୫-ବାରବାଟୀ ଷ୍ଟାଡିୟମ୍ କେଉଁଠାରେ ଅବସ୍ଥିତ ?

ଉତ୍ତର-
୧-କୋରାପୁଟ
୨-ଶ୍ରୀ ଚନ୍ଦ୍ରସାରଥି ବେହେରା
୩-ଶ୍ରୀ ଅଚ୍ୟୁତ ସାମନ୍ତ
୪-ଶ୍ରୀ ତଥାଗତ ଶତପଥୀ
୫-କଟକ

Wednesday 6 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୫୬ ତା-୬ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-ଭେଡେନ୍ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜ୍ କେଉଁଠି ଅଛି?
୩-ବର୍ତ୍ତମାନ ଓଡିଶାର ରାଜ୍ୟପାଳ କିଏ ଅଛନ୍ତି?
୪-"ମଶାନ୍ ପଦା" କାବ୍ୟଗ୍ରନ୍ଥ କିଏ ରଚନା କରିଛନ୍ତି?
୫-ବିପ୍ଲବ ସାମନ୍ତରାୟ କେଉଁ ଖେଳ ସହ ସମ୍ପୃକ୍ତ ?

ଉତ୍ତର-
୧-ନୂଆପଡା
୨-ବାରିପଦା,ମୟୁରଭଞ୍ଜ
୩-ଡଃ. ଏସ୍,ସି ଜମିର୍
୪-ଶ୍ରୀ ହଳଧର ନାଗ
୫-କ୍ରିକେଟ

Tuesday 5 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୫୫ ତା-୫ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-ହରିଚନ୍ଦନପୁର ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅଛି ?
୨-ବର୍ତ୍ତମାନ ଓଡିଶା ବିଧାନସଭାର ଉପବାଚସ୍ପତି କିଏ ଅଛନ୍ତି?
୩-ରାବଣଧାର ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?
୪-ରାଣୀହାଟ ଉଚ୍ଚବିଦ୍ୟାଳୟ କେଉଁଠାରେ ଅଛି ?
୫-ବିବିସିସି ମହାପାତ୍ର କେଉଁ ଖେଳ ସହ ସମ୍ପୃକ୍ତ ?

ଉତ୍ତର-
୧-କେନ୍ଦୁଝର
୨-ଶ୍ରୀ ସାନନ୍ଦ ମାରାଣ୍ଡି
୩-କଳାହାଣ୍ଡି
୪-କଟକ
୫-କ୍ରିକେଟ

Monday 4 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୫୪ ତା-୦୪ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-ଦଶରଥପୁର ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅଛି ?
୨-ବର୍ତ୍ତମାନ ଓଡିଶାର ଆଦିବାସୀ କଲ୍ୟାଣ ମନ୍ତ୍ରୀ କିଏ ଅଛନ୍ତି?
୩-ନନ୍ଦନକାନନ ନିକଟରେ କେଉଁ ରେଳ ଷ୍ଟେସନ ଅଛି ?
୪-ସହୀଦ୍ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ୍ କେଉଁଠାରେ ଅଛି?
୫-"ଦକ୍ଷିଣ ଆଫ୍ରିକାରେ ଓଡିଆ ଢିଙ୍କି" କିଏ ରଚନା କରିଛନ୍ତି?

ଉତ୍ତର-
୧-ଯାଜପୁର
୨-ଶ୍ରୀ ରମେଶ ଚନ୍ଦ୍ର ମାଝୀ
୩-ବାରଙ୍ଗ୍
୪-କୋରାପୁଟ
୫-ଶ୍ରୀ ଭୁବନେଶ୍ବର ବେହେରା

Sunday 3 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୫୩ ତା-୩ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-ରଘୁନାଥପୁର ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅଛି?
୨-ବର୍ତ୍ତମାନ ଓଡିଶାର ଶ୍ରମ ଓ ନିୟୋଜନ ମନ୍ତ୍ରୀ କିଏ ଅଛନ୍ତି?
୩-ଓଡିଶାର ଦୀର୍ଘତମ ସେତୁ କେଉଁ ନଦୀରେ ନିର୍ମିତ ହୋଇଛି?
୪-ହରିଶଙ୍କର ଶିବମନ୍ଦିର କେଉଁ ଜିଲ୍ଲାରେ ଅଛି ?
୫-ଆଇପିଏଲ୍ ର ଅଧ୍ୟକ୍ଷ ରହି ସାରିଥିବା ଓଡିଆ ଜଣକ କିଏ?

ଉତ୍ତର-
୧-ଜଗତସିଂହପୁର
୨-ଶ୍ରୀ ସୁଶାନ୍ତ ସିଂ
୩-କାଠଯୋଡି
୪-ନୂଆପଡା
୫-ଶ୍ରୀ ରଞ୍ଜୀବ ବିଶ୍ବାଳ

Saturday 2 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୫୨  ତା-୨ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-ବଅଁରପାଳ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅଛି?
୨-ବର୍ତ୍ତମାନ ଓଡିଶାର ବୟନ ଶିଳ୍ପ ମନ୍ତ୍ରୀ କିଏ ଅଛନ୍ତି?
୩-ଓଡିଶା ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟ କେଉଁଠାରେ ଅଛି?
୪-ପ୍ରସିଦ୍ଧ ମାଁ ଲଙ୍କେଶ୍ବରୀଙ୍କ ମନ୍ଦିର କେଉଁଠାରେ ଅଛି?
୫-ଭଦ୍ରକଠାରେ ଥିବା ଷ୍ଟାଡିୟମର ନାମ କଣ ?

ଉତ୍ତର-
୧-ଅନୁଗୁଳ
୨-ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ
୩-କଟକ
୪-ଜୁନାଗଡ଼ ,କଳାହାଣ୍ଡି
୫-ଲାଲ୍ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ୍

Friday 1 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୫୧  ତା-୧ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-ଓଡାପଡା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ବର୍ତ୍ତମାନ ଓଡିଶାର ସଂସ୍କୃତି ମନ୍ତ୍ରୀ କିଏ ଅଛନ୍ତି ?
୩-ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସାକେନ୍ଦ୍ର କେଉଁଠାରେ ଅଛି?
୪-ସୋନପୁରଠାରେ ମହାନଦୀରେ ନିର୍ମିତ ସେତୁର ନାମ କଣ?
୫-"ପଦ୍ମିନୀ" କାବ୍ୟ କେଉଁ କବି ରଚନା କରିଛନ୍ତି ?

ଉତ୍ତର-
୧-ଢେଙ୍କାନାଳ
୨-ଶ୍ରୀ ଅଶୋକ ପଣ୍ଡା
୩-କଟକ
୪-ବିଜୁ ପଟ୍ଟନାୟକ ସେତୁ
୫-ସ୍ବଭାବ କବି ଗଙ୍ଗାଧର ମେହେର