Thursday 21 December 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୬୨ ତା-୨୧ ଡିସେମ୍ବର ୨୦୧୭
ପ୍ରଶ୍ନ-
୧-କିଶୋରନଗର ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ?
୨-"ସ୍ବର୍ଣ୍ଣଯୁଗର ସନ୍ଧାନ" ନାଟକ  କିଏ ରଚନା କରିଛନ୍ତି ?
୩-ଜୋଗିସରଡା ଧାର୍ମିକ ସ୍ଥଳ କେଉଁ ଜିଲ୍ଲାରେ ଅଛି?
୪-"ଉତ୍କଳ ଭୀମ" ନାମରେ କିଏ ଜଣାଶୁଣା ?
୫-"ମୋ ସ୍କୁଲ" ଯୋଜନାର ଅଧ୍ୟକ୍ଷାଙ୍କ ନାମ କଣ?

ଉତ୍ତର-
୧-ଅନୁଗୁଳ
୨-ଶ୍ରୀ ଜ୍ଞାନେନ୍ଦ୍ର ବର୍ମା
୩-ବଲାଙ୍ଗିର
୪-ଶ୍ରୀ ପଦ୍ମଚରଣ ପଟ୍ଟନାୟକ
୫-ଡଃ ସୁସ୍ମିତା ମହାନ୍ତି

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୬୧ ତା-୨୦ ଡିସେମ୍ବର ୨୦୧୭
ପ୍ରଶ୍ନ
୧-ଉଲୁଣ୍ଡା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-" ଗେଷ୍ଟ ହାଉସ୍" ନାଟକ  କିଏ ରଚନା କରିଛନ୍ତି?
୩-ପପଙ୍ଗା ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?
୪-"ଉତ୍କଳ ବାଚସ୍ପତି"  ନାମରେ କିଏ ଜଣାଶୁଣା ?
୫-ଏହି ବର୍ଷ କିଏ ଜୟଦେବ ସମ୍ମାନ  ପାଇଛନ୍ତି?
ଉତ୍ତର-
୧-ସୋନପୁର
୨-ଡଃ ବନବିହାରୀ ପଣ୍ଡା
୩-ବରଗଡ
୪-ଗୌରୀକୁମାର ବ୍ରହ୍ମା
୫-ଶ୍ରୀ ପ୍ରଣବ ପଟ୍ଟନାୟକ

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୬୦ ତା-୧୯ ଡିସେମ୍ବର ୨୦୧୭
ପ୍ରଶ୍ନ
୧-ହେମଗିରି ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ?
୨-"ମୁଁ ଚକରା କହୁଛି" ନାଟକ କିଏ ରଚନା କରିଛନ୍ତି ?
୩-ଚାରିଶମ୍ଭୁ ଧାର୍ମିକ ସ୍ଥଳୀ କେଉଁ ଜିଲ୍ଲାରେ ଅଛି?
୪-"ଉତ୍କଳ ପାଣିନି" ଭାବରେ  କିଏ ଜଣାଶୁଣା ?
୫-ସମ୍ବଲପୁର ଜିଲ୍ଲାର ଲୋକ ମହୋତ୍ସବର ନାମ କଣ?

ଉତ୍ତର-
୧-ସୁନ୍ଦରଗଡ
୨-ଶ୍ରୀ ମନ୍ମଥ ଶତପଥି
୩-ବୌଦ
୪-ଡଃ ଧବଳେଶ୍ବର ମହାପାତ୍ର
୫-ଡାଲଖାଇ

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୫୯  ତା-୧୮ ଡିସେମ୍ବର ୨୦୧୭
ପ୍ରଶ୍ନ-
୧-ନାକଟିଦେଉଳ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ?
୨-" ପ୍ରତିବିମ୍ବ" ନାଟକ  କିଏ ରଚନା କରିଛନ୍ତି ?
୩- ଦାର୍ଜିଙ୍ଗ୍  ଦର୍ଶନୀୟ ସ୍ଥାନ  କେଉଁ ଜିଲ୍ଲାରେ ଅଛି?
୪-"ଉତ୍କଳ  ଘଣ୍ଟ"ନାମରେ  କିଏ ଜଣାଶୁଣା ?
୫-ନବରଙ୍ଗପୁର ଜିଲ୍ଲାର ଜିଲ୍ଲା ମହୋତ୍ସବର ନାମ କଣ?

ଉତ୍ତର-
୧-ସମ୍ବଲପୁର
୨-ଡଃ ପଞ୍ଚାନନ ପାତ୍ର
୩-ସୁନ୍ଦରଗଡ
୪-ଶ୍ରୀ ଯଦୁମଣି ମହାପାତ୍ର
୫-ମଣ୍ଡାଇ

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୫୮ ତା-୧୭ ଡିସେମ୍ବର ୨୦୧୭
ପ୍ରଶ୍ନ-
୧-ଖଇରାପୁଟ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ?
୨-" ଔରଙ୍ଗଜେବ"  ନାଟକ  କିଏ ରଚନା କରିଛନ୍ତି ?
୩-ପୁଟୁଡି ଜଳପ୍ରପାତ କେଉଁ ଜିଲ୍ଲାରେ ଅଛି ?
୪-ନାଟ୍ୟାଚାର୍ୟ ଭାବରେ ଆମେ କାହାକୁ ଜାଣିଥାଉ ?
୫-ରାୟଗଡା ଜିଲ୍ଲାର ଜିଲ୍ଲା ମହୋତ୍ସବର ନାମ କଣ ?

ଉତ୍ତର-
୧-ମାଲକାନଗିରି
୨-ଡଃ ପ୍ରଦୀପ ଭୌମିକ
୩-କନ୍ଧମାଳ
୪- ଶ୍ରୀ ରଘୁନାଥ ପଣ୍ଡା
୫-ଚଇତି

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୫୭ ତା-୧୬ ଡିସେମ୍ବର ୨୦୧୭
ପ୍ରଶ୍ନ
୧-କୁଳିଅଣା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ?
୨ "ଗାଁ" ନାଟକ  କିଏ ରଚନା କରିଛନ୍ତି ?
୩-ଥିପାଖୋଲ ଦର୍ଶନୀୟ ସ୍ଥାନ କେଉଁ ଜିଲ୍ଲାରେ ଅଛି?
୪-ସ୍ବପ୍ନକବି ଭାବରେ  କିଏ ଜଣାଶୁଣା ?
୫-କୋରାପୁଟ ଜିଲ୍ଲାର ଜିଲ୍ଲା ମହୋତ୍ସବର ନାମ କଣ?

ଉତ୍ତର-
୧-ମୟୁରଭଞ୍ଜ
୨- ଶ୍ରୀ ରଞ୍ଜିତ  ପଟ୍ଟନାୟକ
୩- ନୂଆପଡା
୪- ଶ୍ରୀ ପ୍ରମୋଦ କୁମାର ପଣ୍ଡା
୫-ପରବ୍

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୫୬ ତା-୧୫ ଡିସେମ୍ବର ୨୦୧୭
ପ୍ରଶ୍ନ-
୧-କଲ୍ୟାଣସିଂହପୁର ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ?
୨-" ବାର୍ତ୍ତା " ନାଟକ କିଏ ରଚନା କରିଛନ୍ତି ?
୩- ଗଣ୍ଡହାତୀ ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?
୪- ଆଚାର୍ୟ୍ଯ ଉପନାମରେ ଆମେ କାହାକୁ ଜାଣିଥାଉ?
୫-ଜଗତସିଂହପୁର ଜିଲ୍ଲାର "ଜିଲ୍ଲା ମହୋତ୍ସବ"ର ନାମ କଣ?

ଉତ୍ତର-
୧-ରାୟଗଡା
୨-ଡିଲେଶ୍ବର ମହାରଣା
୩-ଗଜପତି
୪-ଆଚାର୍ୟ୍ଯ ହରିହର ଦାସ
୫-କଲ୍ଲୋଳ


ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୫୫ ତା-୧୪ ଡିସେମ୍ବର ୨୦୧୭
ପ୍ରଶ୍ନ
୧-ଦାନଗାଦି ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ?
୨-" ପକ୍ଷୀ " ନାଟକ କିଏ ରଚନା କରିଛନ୍ତି ?
୩-ଜାଖମ୍ ଦର୍ଶନୀୟ ସ୍ଥାନ  କେଉଁ ଜିଲ୍ଲାରେ ଅଛି?
୪-କୁଳବୃଦ୍ଧ ଭାବରେ ଆମେ କାହାକୁ ଜାଣିଥାଉ?
୫-ଗଣଶିକ୍ଷା ବିଭାଗ ଦ୍ବାରା ରାଜ୍ୟବ୍ୟାପି ପାଳନ କରାଯାଉଥିବା ଉତ୍ସବର ନାମ କଣ?

ଉତ୍ତର-
୧-ଯାଜପୁର
୨-ଭାସ୍କର ଚନ୍ଦ୍ର ପଟ୍ଟନାୟକ
୩-କଳାହାଣ୍ଡି
୪-ମଧୁସୂଦନ ଦାସ
୫-ସୁରଭି ମହୋତ୍ସବ 

Wednesday 13 December 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୫୪ ତା-୧୩ ଡିସେମ୍ବର ୨୦୧୭

ପ୍ରଶ୍ନ-
୧-ଭଣ୍ଡାରିପୋଖରୀ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-"ଦିଗପହଣ୍ଡିର ଡ୍ରଇଙ୍ଗ୍ ମାଷ୍ଟର" ପୁସ୍ତକ କିଏ ରଚନା କରିଛନ୍ତି?
୩-ଶ୍ରୀରାମ ପଣ୍ଡା କେଉଁ ମସିହାରେ ଜୟଦେବ ପୁରସ୍କାର ପାଇଥିଲେ?
୪-ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ କେଉଁ ଜିଲ୍ଲାରେ ଅବସ୍ଥିତ ?
୫-ରାଜେଶ ହାସଦକ୍ କେଉଁ କ୍ରୀଡା ସହ ସମ୍ପୃକ୍ତ ?

ଉତ୍ତର-
୧-ଭଦ୍ରକ
୨-ଡଃ ଦୀନନାଥ ପାଠୀ
୩-୨୦୧୧ ମସିହାରେ
୪-କୋରାପୁଟ
୫-ତୀର ଚାଳନା

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ- ୧୫୩ ତା-୧୨ ଡିସେମ୍ବର ୨୦୧୭

ପ୍ରଶ୍ନ-
୧-କଣ୍ଟାମାଳ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ?
୨-"ଭଗବାନ ଶଙ୍କରାଚାର୍ଯ୍ୟ" ପୁସ୍ତକ କିଏ ରଚନା କରିଛନ୍ତି?
୩-ଶ୍ରୀ ଅଶୋକ ସ୍ବାଇଁ କେବେ ଜୟଦେଵ ପୁରସ୍କାର ପାଇଥିଲେ?
୪-ରେଙ୍ଗାଲି ଜଳବିଦ୍ୟୁତ ପ୍ରକଳ୍ପ କେଉଁ ଜିଲ୍ଲାରେ ଅବସ୍ଥିତ ?
୫-ଦେବାଶିଷ ଜେନା କେଉଁ କ୍ରୀଡା ସହ ସମ୍ପୃକ୍ତ ?

ଉତ୍ତର-
୧-ବୌଦ୍ଧ
୨-ଶ୍ରୀ ଦୁର୍ଗାଚରଣ ମହାନ୍ତି
୩-୨୦୧୬ ମସିହାରେ
୪-ଅନୁଗୁଳ
୫-ସାଇକେଲ ଚାଳନା

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୫୨ ତା-୧୧ ଡିସେମ୍ବର ୨୦୧୭

ପ୍ରଶ୍ନ-
୧-ବାଲିଆପାଳ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-"ଜାତୀୟ ଜୀବନର ଆତ୍ମବିକାଶ" କିଏ ରଚନା କରିଛନ୍ତି ?
୩-ମହାଶ୍ବେତା ରାୟ କେବେ ଜୟଦେବ ପୁରସ୍କାର ପାଇଥିଲେ?
୪-କୋଲାବ୍ ଜଳବିଦ୍ୟୁତ ପ୍ରକଳ୍ପ କେଉଁ ଜିଲ୍ଲାରେ ଅଛି ?
୫-ବିକାଶ ଟପ୍ପୋ କେଉଁ ଖେଳ ସହ ସମ୍ପୃକ୍ତ ?

ଉତ୍ତର-
୧-ବାଲେଶ୍ବର
୨-ଶ୍ରୀ ଗୋବିନ୍ଦ ଚନ୍ଦ୍ର ମିଶ୍ର
୩-୨୦୦୯ ମସିହାରେ
୪-କୋରାପୁଟ
୫-ହକି

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୫୧ ତା-୧୦ ଡିସେମ୍ବର ୨୦୧୭

ପ୍ରଶ୍ନ-
୧-ବେଲପଡା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-"ମୋର ପୂର୍ବ ସ୍ମୃତି" ପୁସ୍ତକ କିଏ ରଚନା କରିଛନ୍ତି ?
୩-ସାଧୁ ମେହେର କେବେ ଜୟଦେବ ପୁରସ୍କାର ପାଇଥିଲେ?
୪-ପୋଟେରୁ ଜଳ ବିଦ୍ୟୁତ ପ୍ରକଳ୍ପ କେଉଁ ଜିଲ୍ଲାରେ ଅଛି?
୫-ପି.ଜୟଚନ୍ଦ୍ର କେଉଁ କ୍ରୀଡା ସହ ସମ୍ପୃକ୍ତ ?

ଉତ୍ତର-
୧-ବଲାଙ୍ଗୀର
୨-ଶ୍ରୀ ଭାରତ ଚନ୍ଦ୍ର ନାୟକ
୩-୨୦୦୮ ମସିହାରେ
୪-ମାଲକାନଗିରି
୫-କ୍ରିକେଟ

Saturday 9 December 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୫୦ ତା-୯ ଡିସେମ୍ବର ୨୦୧୭

ପ୍ରଶ୍ନ-
୧-ଅମ୍ବାଭୋନା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-"ଆଦିନେତା" ଭାବରେ ଆମେ କାହାକୁ ଜାଣିଥାଉ?
୩-କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର କେବେ ଜନ୍ମଗ୍ରହଣ କରିଥିଲେ?
୪-"ନିହାରିକା" ସାହିତ୍ୟ କୃତୀ କିଏ ରଚନା କରିଛନ୍ତି ?
୫-ପ୍ରଥମ ମହିଳା ଓଡିଆ ମହାବିଦ୍ୟାଳୟ ଅଧ୍ୟକ୍ଷା କିଏ ?

ଉତ୍ତର-
୧-ବରଗଡ
୨-ସ୍ବାମୀ ବିଚିତ୍ରାନନ୍ଦ ଦାସ
୩-୦୯ ଡିସେମ୍ବର ୧୮୮୮
୪-ଅନନ୍ତ ପ୍ରସାଦ ପଣ୍ଡା
୫-ନିର୍ମଳା କର

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୪୯ ତା-୭ ଡିସେମ୍ବର ୨୦୧୭

ପ୍ରଶ୍ନ-
୧-ଭଟଲି ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-"ଗାୟକ ଭାସ୍କର" ନାମରେ କାହାକୁ ଜଣାଯାଏ ?
୩-ପ୍ରଥମ ଓଡିଆ ମହିଳା ଇଂରାଜୀ ଚଳଚ୍ଚିତ୍ର ଅଭିନେତ୍ରୀ କିଏ?
୪-"ବାଲିରାଜା" ସାହିତ୍ବ କୃତୀ କିଏ ରଚନା କରିଛନ୍ତି?
୫-ବିଜୁବାବୁ କେଉଁ ମସିହାରେ ଭୂମିପୁତ୍ର ଉପାଧି ପାଇଥିଲେ?

ଉତ୍ତର-
୧-ବରଗଡ
୨-ଶ୍ରୀ ଜଗନ୍ନାଥ ବେହେରା
୩-ନନ୍ଦିତା ଦାସ
୪-କାହ୍ନୁଚରଣ ମହାନ୍ତି
୫-୧୯୮୦ ମସିହାରେ

Thursday 7 December 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୪୮ ତା-୭ ଡିସେମ୍ବର ୨୦୧୭

ପ୍ରଶ୍ନ-
୧-ଡେଲାଙ୍ଗ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-"ସର୍ବାଙ୍ଗସୁନ୍ଦରୀ" ସାହିତ୍ୟ କୃତୀ କିଏ ରଚନା କରିଛନ୍ତି?
୩-ଗୋପାଳପୁର ବନ୍ଦର କେଉଁ ଜିଲ୍ଲାରେ ଅବସ୍ଥିତ ?
୪-ଅନସୂୟା ମଲ୍ଲିକ କେଉଁ କ୍ରୀଡା ସହ ସମ୍ପୃକ୍ତ ?
୫-କେଉଁ ମସିହାରେ "ଉତ୍କଳ ସଭା" ଗଠନ ହୋଇଥିଲା?

ଉତ୍ତର-
୧-ପୁରୀ
୨-ଶ୍ରୀ ଲୋକନାଥ ବିଦ୍ୟଧର
୩-ଗଞ୍ଜାମ
୪-ସାଇକେଲ ଚାଳନା
୫-୧୮୮୨

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୪୭ ତା-୬ ଡିସେମ୍ବର ୨୦୧୭

ପ୍ରଶ୍ନ-
୧-ସିନାପାଲି ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-"କଳସା ଚଉତିଶା" ସାହିତ୍ୟ କୃତୀ କିଏ ରଚନା କରିଛନ୍ତି?
୩-ଅସ୍ତରଙ୍ଗ ବନ୍ଦର କେଉଁ ଜିଲ୍ଲାରେ ଅବସ୍ଥିତ ?
୪-ରାନୁ ମହାନ୍ତି କେଉଁ କ୍ରୀଡା ସହ ସମ୍ପୃକ୍ତ ?
୫-କେଉଁ ମସିହାରେ କନିକା ପ୍ରଜା ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା?

ଉତ୍ତର-
୧-ନୂଆପଡା
୨-ଶ୍ରୀ ବତ୍ସ ଦାସ
୩-ପୁରୀ
୪-୧୯୨୨ ମସିହାରେ

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୪୬ ତା-୫ ଡିସେମ୍ବର ୨୦୧୭

ପ୍ରଶ୍ନ-
୧-କୋସାଗୁମୁଣ୍ଡା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-"କାଞ୍ଚିକାବେରୀ" ସାହିତ୍ୟ କୃତୀ କେଉଁ ସାହିତ୍ୟିକଙ୍କ ଅଟେ?
୩-ବରୁଣେଇ ମୁହାଁଣ ବନ୍ଦର କେଉଁ ଜିଲ୍ଲାରେ ଅବସ୍ଥିତ ?
୪-ପ୍ରିୟଦର୍ଶନୀ ପାଣ୍ଡେ କେଉଁ କ୍ରୀଡା ସହ ସମ୍ପୃକ୍ତ ?
୫-ବୀର ସୁରେନ୍ଦ୍ର ସାଏ କେଉଁ ମସିହାରେ ଫାଶୀ ପାଇଥିଲେ?

ଉତ୍ତର-
୧-ନବରଙ୍ଗପୁର
୨-ଶ୍ରୀ ପୁରୁଷୋତ୍ତମ ଦାସ
୩-କେନ୍ଦ୍ରାପଡା
୪-କରାଟେ
୫-୧୮୮୪

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୪୫ ତା-୪ ଡିସେମ୍ବର ୨୦୧୭

ପ୍ରଶ୍ନ-
୧-ଗଣିଆ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଋକ୍ମିଣୀ ବିଭା ସାହିତ୍ୟ କୃତୀ କେଉଁ ସ‍ହିତ୍ୟିକଙ୍କ ଅଟେ?
୩-ସୁବର୍ଣ୍ଣରେଖା ମୁହାଣ ବନ୍ଦର କେଉଁ ଜିଲ୍ଲାରେ ଅବସ୍ଥିତ ?
୪-ଦେବାଶିଷ ଦାସ କେଉଁ ଖେଳ ସହ ସମ୍ପୃକ୍ତ ?
୫-ଶ୍ରୀ ଲକ୍ଷ୍ମଣ ନାୟକ କେଉଁ ମସିହାରେ ସହୀଦ୍ ହୋଇଥିଲେ?

ଉତ୍ତର-
୧-ନୟାଗଡ
୨-ଶ୍ରୀ କାର୍ତ୍ତିକ ଦାସ
୩-ବାଲେଶ୍ବର
୪-ଚେସ୍
୫-୧୯୪୨

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୪୪ ତା-୩ ଡିସେମ୍ବର ୨୦୧୭

ପ୍ରଶ୍ନ-
୧-ତିଳେଇବଣି ପଞ୍ଚ‍ାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ?
୨-"ଗୋପୀଭାଷା" ସାହିତ୍ୟ କୃତୀ କେଉଁ ସାହିତ୍ୟିକଙ୍କ ଅଟେ?
୩-ବାହୁଦା ବନ୍ଦର କେଉଁ ଜିଲ୍ଲାରେ ଅବସ୍ଥିତ ?
୪-ଭାସ୍କର ଦାସ କେଉଁ ଖେଳ ସହ ସମ୍ପୃକ୍ତ ?
୫-ଇରମ୍ ଗୁଳିକାଣ୍ଡ କେଉଁ ମସିହାରେ ହୋଇଥିଲା ?

ଉତ୍ତର-
୧-ଦେବଗଡ
୨-ଶ୍ରୀ ଦନାଇ ଦାସ
୩-ଗଞ୍ଜାମ
୪-ଭଲିବଲ୍
୫-୧୯୪୨

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୪୩ ତା-୨ ଡିସେମ୍ବର ୨୦୧୭

ପ୍ରଶ୍ନ-
୧-କଙ୍କଡାହାଡ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ?
୨-"ଶଶିସେଣା" ସାହିତ୍ୟ କୃତୀ କେଉଁ ସାହିତ୍ୟିକଙ୍କ ଅଟେ?
୩-ପାଲୁର ବନ୍ଦର କେଉଁ ଜିଲ୍ଲାରେ ଅବସ୍ଥିତ ?
୪-ସଞ୍ଜୟ ରାଉଳ କେଉଁ ଖେଳ ସହ ସମ୍ପୃକ୍ତ ?
୫-ରଘୁ-ଦିବାକରଙ୍କୁ କେଉଁ ମସିହାରେ ଫାଶୀ ହୋଇଥିଲା?

ଉତ୍ତର-
୧-ଢେଙ୍କାନାଳ
୨-ଶ୍ରୀ ପ୍ରତାପରାୟ
୩-ଗଞ୍ଜାମ
୪-ହକି
୫-୧୯୪୧ ମସିହାରେ

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୪୨ ତା-୧ ଡିସେମ୍ବର ୨୦୧୭

ପ୍ରଶ୍ନ-
୧-କିରମିରା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ?
୨-"ରାମବିଭା" ସାହିତ୍ୟ କୃତୀ କେଉଁ ସାହିତ୍ୟିକଙ୍କ ଅଟେ?
୩-ବଲିହରଚଣ୍ଡୀ ବନ୍ଦର କେଉଁ ଜିଲ୍ଲାରେ ଅବସ୍ଥିତ ?
୪-ସୁଦୀପ୍ତା ଦାସ କେଉଁ ଖେଳ ସହ ସମ୍ପୃକ୍ତ ?
୫-ମଧୁବାବୁ କେଉଁ ମସିହାରେ ବେଙ୍ଗଲ ବିଧାନ ପରିଷଦକୁ ନିର୍ବାଚିତ ହୋଇଥିଲେ?

ଉତ୍ତର-
୧-ଝାରସୁଗୁଡା
୨-ଶ୍ରୀ ଅର୍ଜୁନ ଦାସ
୩-ପୁରୀ
୪-ଫୁଟବଲ୍
୫-୧୮୯୬

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୪୧ ତା-୩୦ ନଭେମ୍ବର ୨୦୧୭

ପ୍ରଶ୍ନ-
୧-ବିରିଡି ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ?
୨-"ବ୍ରହ୍ମଗୀତା" ସାହିତ୍ୟ କୃତୀ କାହାର ଅଟେ ?
୩-ଚୁଡାମଣି ବନ୍ଦର କେଉଁ ଜିଲ୍ଲାରେ ଅବସ୍ଥିତ ?
୪-ଲାଜାରୁସ୍ ବାର୍ଲା କେଉଁ ଖେଳ ସହ ସମ୍ପୃକ୍ତ ?
୫-କୁଞ୍ଜଲ ସିଂହଙ୍କୁ କେଉଁ ମସିହାରେ ଫାଶୀ ଦଣ୍ଡ ମିଳିଥିଲା?

ଉତ୍ତର-
୧-ଜଗତସିଂହପୁର
୨-ଶ୍ରୀ ଯଶୋବନ୍ତ ଦାସ
୩-ଭଦ୍ରକ
୪-ହକି
୫-୧୮୬୫ମସିହାରେ