Sunday 18 February 2018

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୬୩ ତା-୧୯ ଫେବୃଆରି ୨୦୧୮

ପ୍ରଶ୍ନ-
୧-ତିଗିରିଆ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଓଡିଶା ମହିଳା ବିକାଶ ସମବାୟ ନିଗମର ଅଧ୍ୟକ୍ଷା କିଏ ଅଛନ୍ତି?
୩-ବର୍ତ୍ତମାନ ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ କିଏ ଅଛନ୍ତି?
୪-ପ୍ରଥମ ଓଡିଆ ମହିଳା ଚଳଚ୍ଚିତ୍ର ନିର୍ଦ୍ଦେଶିକାଙ୍କ ନାମ କଣ ?
୫-"ଶ୍ରୀଜଗନ୍ନାଥଙ୍କ ରସଗୋଲା" ପୁସ୍ତକ କିଏ ରଚନା କରିଛନ୍ତି?

ଉତ୍ତର-
୧-କଟକ
୨-ଶ୍ରୀମତି ଶ୍ରୀମୟୀ ଶ୍ବେତା ସ୍ନିଗ୍ଧା ମିଶ୍ର
୩-ଶ୍ରୀ ସୁରେନ୍ଦ୍ର କୁମାର
୪-ସ୍ବର୍ଗତ ପାର୍ବତୀ ଘୋଷ
୫-ଶ୍ରୀଯୁକ୍ତ ଅସିତ୍ ମହାନ୍ତି

No comments:

Post a Comment