Thursday 21 December 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୬୨ ତା-୨୧ ଡିସେମ୍ବର ୨୦୧୭
ପ୍ରଶ୍ନ-
୧-କିଶୋରନଗର ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ?
୨-"ସ୍ବର୍ଣ୍ଣଯୁଗର ସନ୍ଧାନ" ନାଟକ  କିଏ ରଚନା କରିଛନ୍ତି ?
୩-ଜୋଗିସରଡା ଧାର୍ମିକ ସ୍ଥଳ କେଉଁ ଜିଲ୍ଲାରେ ଅଛି?
୪-"ଉତ୍କଳ ଭୀମ" ନାମରେ କିଏ ଜଣାଶୁଣା ?
୫-"ମୋ ସ୍କୁଲ" ଯୋଜନାର ଅଧ୍ୟକ୍ଷାଙ୍କ ନାମ କଣ?

ଉତ୍ତର-
୧-ଅନୁଗୁଳ
୨-ଶ୍ରୀ ଜ୍ଞାନେନ୍ଦ୍ର ବର୍ମା
୩-ବଲାଙ୍ଗିର
୪-ଶ୍ରୀ ପଦ୍ମଚରଣ ପଟ୍ଟନାୟକ
୫-ଡଃ ସୁସ୍ମିତା ମହାନ୍ତି

No comments:

Post a Comment