Sunday 18 February 2018

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୬୩ ତା-୧୯ ଫେବୃଆରି ୨୦୧୮

ପ୍ରଶ୍ନ-
୧-ତିଗିରିଆ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଓଡିଶା ମହିଳା ବିକାଶ ସମବାୟ ନିଗମର ଅଧ୍ୟକ୍ଷା କିଏ ଅଛନ୍ତି?
୩-ବର୍ତ୍ତମାନ ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ କିଏ ଅଛନ୍ତି?
୪-ପ୍ରଥମ ଓଡିଆ ମହିଳା ଚଳଚ୍ଚିତ୍ର ନିର୍ଦ୍ଦେଶିକାଙ୍କ ନାମ କଣ ?
୫-"ଶ୍ରୀଜଗନ୍ନାଥଙ୍କ ରସଗୋଲା" ପୁସ୍ତକ କିଏ ରଚନା କରିଛନ୍ତି?

ଉତ୍ତର-
୧-କଟକ
୨-ଶ୍ରୀମତି ଶ୍ରୀମୟୀ ଶ୍ବେତା ସ୍ନିଗ୍ଧା ମିଶ୍ର
୩-ଶ୍ରୀ ସୁରେନ୍ଦ୍ର କୁମାର
୪-ସ୍ବର୍ଗତ ପାର୍ବତୀ ଘୋଷ
୫-ଶ୍ରୀଯୁକ୍ତ ଅସିତ୍ ମହାନ୍ତି

Thursday 21 December 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୬୨ ତା-୨୧ ଡିସେମ୍ବର ୨୦୧୭
ପ୍ରଶ୍ନ-
୧-କିଶୋରନଗର ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ?
୨-"ସ୍ବର୍ଣ୍ଣଯୁଗର ସନ୍ଧାନ" ନାଟକ  କିଏ ରଚନା କରିଛନ୍ତି ?
୩-ଜୋଗିସରଡା ଧାର୍ମିକ ସ୍ଥଳ କେଉଁ ଜିଲ୍ଲାରେ ଅଛି?
୪-"ଉତ୍କଳ ଭୀମ" ନାମରେ କିଏ ଜଣାଶୁଣା ?
୫-"ମୋ ସ୍କୁଲ" ଯୋଜନାର ଅଧ୍ୟକ୍ଷାଙ୍କ ନାମ କଣ?

ଉତ୍ତର-
୧-ଅନୁଗୁଳ
୨-ଶ୍ରୀ ଜ୍ଞାନେନ୍ଦ୍ର ବର୍ମା
୩-ବଲାଙ୍ଗିର
୪-ଶ୍ରୀ ପଦ୍ମଚରଣ ପଟ୍ଟନାୟକ
୫-ଡଃ ସୁସ୍ମିତା ମହାନ୍ତି

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୬୧ ତା-୨୦ ଡିସେମ୍ବର ୨୦୧୭
ପ୍ରଶ୍ନ
୧-ଉଲୁଣ୍ଡା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-" ଗେଷ୍ଟ ହାଉସ୍" ନାଟକ  କିଏ ରଚନା କରିଛନ୍ତି?
୩-ପପଙ୍ଗା ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?
୪-"ଉତ୍କଳ ବାଚସ୍ପତି"  ନାମରେ କିଏ ଜଣାଶୁଣା ?
୫-ଏହି ବର୍ଷ କିଏ ଜୟଦେବ ସମ୍ମାନ  ପାଇଛନ୍ତି?
ଉତ୍ତର-
୧-ସୋନପୁର
୨-ଡଃ ବନବିହାରୀ ପଣ୍ଡା
୩-ବରଗଡ
୪-ଗୌରୀକୁମାର ବ୍ରହ୍ମା
୫-ଶ୍ରୀ ପ୍ରଣବ ପଟ୍ଟନାୟକ

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୬୦ ତା-୧୯ ଡିସେମ୍ବର ୨୦୧୭
ପ୍ରଶ୍ନ
୧-ହେମଗିରି ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ?
୨-"ମୁଁ ଚକରା କହୁଛି" ନାଟକ କିଏ ରଚନା କରିଛନ୍ତି ?
୩-ଚାରିଶମ୍ଭୁ ଧାର୍ମିକ ସ୍ଥଳୀ କେଉଁ ଜିଲ୍ଲାରେ ଅଛି?
୪-"ଉତ୍କଳ ପାଣିନି" ଭାବରେ  କିଏ ଜଣାଶୁଣା ?
୫-ସମ୍ବଲପୁର ଜିଲ୍ଲାର ଲୋକ ମହୋତ୍ସବର ନାମ କଣ?

ଉତ୍ତର-
୧-ସୁନ୍ଦରଗଡ
୨-ଶ୍ରୀ ମନ୍ମଥ ଶତପଥି
୩-ବୌଦ
୪-ଡଃ ଧବଳେଶ୍ବର ମହାପାତ୍ର
୫-ଡାଲଖାଇ

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୫୯  ତା-୧୮ ଡିସେମ୍ବର ୨୦୧୭
ପ୍ରଶ୍ନ-
୧-ନାକଟିଦେଉଳ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ?
୨-" ପ୍ରତିବିମ୍ବ" ନାଟକ  କିଏ ରଚନା କରିଛନ୍ତି ?
୩- ଦାର୍ଜିଙ୍ଗ୍  ଦର୍ଶନୀୟ ସ୍ଥାନ  କେଉଁ ଜିଲ୍ଲାରେ ଅଛି?
୪-"ଉତ୍କଳ  ଘଣ୍ଟ"ନାମରେ  କିଏ ଜଣାଶୁଣା ?
୫-ନବରଙ୍ଗପୁର ଜିଲ୍ଲାର ଜିଲ୍ଲା ମହୋତ୍ସବର ନାମ କଣ?

ଉତ୍ତର-
୧-ସମ୍ବଲପୁର
୨-ଡଃ ପଞ୍ଚାନନ ପାତ୍ର
୩-ସୁନ୍ଦରଗଡ
୪-ଶ୍ରୀ ଯଦୁମଣି ମହାପାତ୍ର
୫-ମଣ୍ଡାଇ

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୫୮ ତା-୧୭ ଡିସେମ୍ବର ୨୦୧୭
ପ୍ରଶ୍ନ-
୧-ଖଇରାପୁଟ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ?
୨-" ଔରଙ୍ଗଜେବ"  ନାଟକ  କିଏ ରଚନା କରିଛନ୍ତି ?
୩-ପୁଟୁଡି ଜଳପ୍ରପାତ କେଉଁ ଜିଲ୍ଲାରେ ଅଛି ?
୪-ନାଟ୍ୟାଚାର୍ୟ ଭାବରେ ଆମେ କାହାକୁ ଜାଣିଥାଉ ?
୫-ରାୟଗଡା ଜିଲ୍ଲାର ଜିଲ୍ଲା ମହୋତ୍ସବର ନାମ କଣ ?

ଉତ୍ତର-
୧-ମାଲକାନଗିରି
୨-ଡଃ ପ୍ରଦୀପ ଭୌମିକ
୩-କନ୍ଧମାଳ
୪- ଶ୍ରୀ ରଘୁନାଥ ପଣ୍ଡା
୫-ଚଇତି

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୫୭ ତା-୧୬ ଡିସେମ୍ବର ୨୦୧୭
ପ୍ରଶ୍ନ
୧-କୁଳିଅଣା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ?
୨ "ଗାଁ" ନାଟକ  କିଏ ରଚନା କରିଛନ୍ତି ?
୩-ଥିପାଖୋଲ ଦର୍ଶନୀୟ ସ୍ଥାନ କେଉଁ ଜିଲ୍ଲାରେ ଅଛି?
୪-ସ୍ବପ୍ନକବି ଭାବରେ  କିଏ ଜଣାଶୁଣା ?
୫-କୋରାପୁଟ ଜିଲ୍ଲାର ଜିଲ୍ଲା ମହୋତ୍ସବର ନାମ କଣ?

ଉତ୍ତର-
୧-ମୟୁରଭଞ୍ଜ
୨- ଶ୍ରୀ ରଞ୍ଜିତ  ପଟ୍ଟନାୟକ
୩- ନୂଆପଡା
୪- ଶ୍ରୀ ପ୍ରମୋଦ କୁମାର ପଣ୍ଡା
୫-ପରବ୍