Thursday 21 December 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୫୮ ତା-୧୭ ଡିସେମ୍ବର ୨୦୧୭
ପ୍ରଶ୍ନ-
୧-ଖଇରାପୁଟ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ?
୨-" ଔରଙ୍ଗଜେବ"  ନାଟକ  କିଏ ରଚନା କରିଛନ୍ତି ?
୩-ପୁଟୁଡି ଜଳପ୍ରପାତ କେଉଁ ଜିଲ୍ଲାରେ ଅଛି ?
୪-ନାଟ୍ୟାଚାର୍ୟ ଭାବରେ ଆମେ କାହାକୁ ଜାଣିଥାଉ ?
୫-ରାୟଗଡା ଜିଲ୍ଲାର ଜିଲ୍ଲା ମହୋତ୍ସବର ନାମ କଣ ?

ଉତ୍ତର-
୧-ମାଲକାନଗିରି
୨-ଡଃ ପ୍ରଦୀପ ଭୌମିକ
୩-କନ୍ଧମାଳ
୪- ଶ୍ରୀ ରଘୁନାଥ ପଣ୍ଡା
୫-ଚଇତି

No comments:

Post a Comment