Thursday 21 December 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୬୧ ତା-୨୦ ଡିସେମ୍ବର ୨୦୧୭
ପ୍ରଶ୍ନ
୧-ଉଲୁଣ୍ଡା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-" ଗେଷ୍ଟ ହାଉସ୍" ନାଟକ  କିଏ ରଚନା କରିଛନ୍ତି?
୩-ପପଙ୍ଗା ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?
୪-"ଉତ୍କଳ ବାଚସ୍ପତି"  ନାମରେ କିଏ ଜଣାଶୁଣା ?
୫-ଏହି ବର୍ଷ କିଏ ଜୟଦେବ ସମ୍ମାନ  ପାଇଛନ୍ତି?
ଉତ୍ତର-
୧-ସୋନପୁର
୨-ଡଃ ବନବିହାରୀ ପଣ୍ଡା
୩-ବରଗଡ
୪-ଗୌରୀକୁମାର ବ୍ରହ୍ମା
୫-ଶ୍ରୀ ପ୍ରଣବ ପଟ୍ଟନାୟକ

No comments:

Post a Comment