Thursday 21 December 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୫୭ ତା-୧୬ ଡିସେମ୍ବର ୨୦୧୭
ପ୍ରଶ୍ନ
୧-କୁଳିଅଣା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ?
୨ "ଗାଁ" ନାଟକ  କିଏ ରଚନା କରିଛନ୍ତି ?
୩-ଥିପାଖୋଲ ଦର୍ଶନୀୟ ସ୍ଥାନ କେଉଁ ଜିଲ୍ଲାରେ ଅଛି?
୪-ସ୍ବପ୍ନକବି ଭାବରେ  କିଏ ଜଣାଶୁଣା ?
୫-କୋରାପୁଟ ଜିଲ୍ଲାର ଜିଲ୍ଲା ମହୋତ୍ସବର ନାମ କଣ?

ଉତ୍ତର-
୧-ମୟୁରଭଞ୍ଜ
୨- ଶ୍ରୀ ରଞ୍ଜିତ  ପଟ୍ଟନାୟକ
୩- ନୂଆପଡା
୪- ଶ୍ରୀ ପ୍ରମୋଦ କୁମାର ପଣ୍ଡା
୫-ପରବ୍

No comments:

Post a Comment