Thursday 7 December 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୪୨ ତା-୧ ଡିସେମ୍ବର ୨୦୧୭

ପ୍ରଶ୍ନ-
୧-କିରମିରା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ?
୨-"ରାମବିଭା" ସାହିତ୍ୟ କୃତୀ କେଉଁ ସାହିତ୍ୟିକଙ୍କ ଅଟେ?
୩-ବଲିହରଚଣ୍ଡୀ ବନ୍ଦର କେଉଁ ଜିଲ୍ଲାରେ ଅବସ୍ଥିତ ?
୪-ସୁଦୀପ୍ତା ଦାସ କେଉଁ ଖେଳ ସହ ସମ୍ପୃକ୍ତ ?
୫-ମଧୁବାବୁ କେଉଁ ମସିହାରେ ବେଙ୍ଗଲ ବିଧାନ ପରିଷଦକୁ ନିର୍ବାଚିତ ହୋଇଥିଲେ?

ଉତ୍ତର-
୧-ଝାରସୁଗୁଡା
୨-ଶ୍ରୀ ଅର୍ଜୁନ ଦାସ
୩-ପୁରୀ
୪-ଫୁଟବଲ୍
୫-୧୮୯୬

No comments:

Post a Comment