Thursday 7 December 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୪୫ ତା-୪ ଡିସେମ୍ବର ୨୦୧୭

ପ୍ରଶ୍ନ-
୧-ଗଣିଆ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଋକ୍ମିଣୀ ବିଭା ସାହିତ୍ୟ କୃତୀ କେଉଁ ସ‍ହିତ୍ୟିକଙ୍କ ଅଟେ?
୩-ସୁବର୍ଣ୍ଣରେଖା ମୁହାଣ ବନ୍ଦର କେଉଁ ଜିଲ୍ଲାରେ ଅବସ୍ଥିତ ?
୪-ଦେବାଶିଷ ଦାସ କେଉଁ ଖେଳ ସହ ସମ୍ପୃକ୍ତ ?
୫-ଶ୍ରୀ ଲକ୍ଷ୍ମଣ ନାୟକ କେଉଁ ମସିହାରେ ସହୀଦ୍ ହୋଇଥିଲେ?

ଉତ୍ତର-
୧-ନୟାଗଡ
୨-ଶ୍ରୀ କାର୍ତ୍ତିକ ଦାସ
୩-ବାଲେଶ୍ବର
୪-ଚେସ୍
୫-୧୯୪୨

No comments:

Post a Comment