Thursday 7 December 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୪୩ ତା-୨ ଡିସେମ୍ବର ୨୦୧୭

ପ୍ରଶ୍ନ-
୧-କଙ୍କଡାହାଡ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ?
୨-"ଶଶିସେଣା" ସାହିତ୍ୟ କୃତୀ କେଉଁ ସାହିତ୍ୟିକଙ୍କ ଅଟେ?
୩-ପାଲୁର ବନ୍ଦର କେଉଁ ଜିଲ୍ଲାରେ ଅବସ୍ଥିତ ?
୪-ସଞ୍ଜୟ ରାଉଳ କେଉଁ ଖେଳ ସହ ସମ୍ପୃକ୍ତ ?
୫-ରଘୁ-ଦିବାକରଙ୍କୁ କେଉଁ ମସିହାରେ ଫାଶୀ ହୋଇଥିଲା?

ଉତ୍ତର-
୧-ଢେଙ୍କାନାଳ
୨-ଶ୍ରୀ ପ୍ରତାପରାୟ
୩-ଗଞ୍ଜାମ
୪-ହକି
୫-୧୯୪୧ ମସିହାରେ

No comments:

Post a Comment