Thursday 7 December 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୪୧ ତା-୩୦ ନଭେମ୍ବର ୨୦୧୭

ପ୍ରଶ୍ନ-
୧-ବିରିଡି ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ?
୨-"ବ୍ରହ୍ମଗୀତା" ସାହିତ୍ୟ କୃତୀ କାହାର ଅଟେ ?
୩-ଚୁଡାମଣି ବନ୍ଦର କେଉଁ ଜିଲ୍ଲାରେ ଅବସ୍ଥିତ ?
୪-ଲାଜାରୁସ୍ ବାର୍ଲା କେଉଁ ଖେଳ ସହ ସମ୍ପୃକ୍ତ ?
୫-କୁଞ୍ଜଲ ସିଂହଙ୍କୁ କେଉଁ ମସିହାରେ ଫାଶୀ ଦଣ୍ଡ ମିଳିଥିଲା?

ଉତ୍ତର-
୧-ଜଗତସିଂହପୁର
୨-ଶ୍ରୀ ଯଶୋବନ୍ତ ଦାସ
୩-ଭଦ୍ରକ
୪-ହକି
୫-୧୮୬୫ମସିହାରେ

No comments:

Post a Comment