Wednesday 13 December 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୫୨ ତା-୧୧ ଡିସେମ୍ବର ୨୦୧୭

ପ୍ରଶ୍ନ-
୧-ବାଲିଆପାଳ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-"ଜାତୀୟ ଜୀବନର ଆତ୍ମବିକାଶ" କିଏ ରଚନା କରିଛନ୍ତି ?
୩-ମହାଶ୍ବେତା ରାୟ କେବେ ଜୟଦେବ ପୁରସ୍କାର ପାଇଥିଲେ?
୪-କୋଲାବ୍ ଜଳବିଦ୍ୟୁତ ପ୍ରକଳ୍ପ କେଉଁ ଜିଲ୍ଲାରେ ଅଛି ?
୫-ବିକାଶ ଟପ୍ପୋ କେଉଁ ଖେଳ ସହ ସମ୍ପୃକ୍ତ ?

ଉତ୍ତର-
୧-ବାଲେଶ୍ବର
୨-ଶ୍ରୀ ଗୋବିନ୍ଦ ଚନ୍ଦ୍ର ମିଶ୍ର
୩-୨୦୦୯ ମସିହାରେ
୪-କୋରାପୁଟ
୫-ହକି

No comments:

Post a Comment