Wednesday 13 December 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ- ୧୫୩ ତା-୧୨ ଡିସେମ୍ବର ୨୦୧୭

ପ୍ରଶ୍ନ-
୧-କଣ୍ଟାମାଳ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ?
୨-"ଭଗବାନ ଶଙ୍କରାଚାର୍ଯ୍ୟ" ପୁସ୍ତକ କିଏ ରଚନା କରିଛନ୍ତି?
୩-ଶ୍ରୀ ଅଶୋକ ସ୍ବାଇଁ କେବେ ଜୟଦେଵ ପୁରସ୍କାର ପାଇଥିଲେ?
୪-ରେଙ୍ଗାଲି ଜଳବିଦ୍ୟୁତ ପ୍ରକଳ୍ପ କେଉଁ ଜିଲ୍ଲାରେ ଅବସ୍ଥିତ ?
୫-ଦେବାଶିଷ ଜେନା କେଉଁ କ୍ରୀଡା ସହ ସମ୍ପୃକ୍ତ ?

ଉତ୍ତର-
୧-ବୌଦ୍ଧ
୨-ଶ୍ରୀ ଦୁର୍ଗାଚରଣ ମହାନ୍ତି
୩-୨୦୧୬ ମସିହାରେ
୪-ଅନୁଗୁଳ
୫-ସାଇକେଲ ଚାଳନା

No comments:

Post a Comment