Thursday 7 December 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୪୪ ତା-୩ ଡିସେମ୍ବର ୨୦୧୭

ପ୍ରଶ୍ନ-
୧-ତିଳେଇବଣି ପଞ୍ଚ‍ାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ?
୨-"ଗୋପୀଭାଷା" ସାହିତ୍ୟ କୃତୀ କେଉଁ ସାହିତ୍ୟିକଙ୍କ ଅଟେ?
୩-ବାହୁଦା ବନ୍ଦର କେଉଁ ଜିଲ୍ଲାରେ ଅବସ୍ଥିତ ?
୪-ଭାସ୍କର ଦାସ କେଉଁ ଖେଳ ସହ ସମ୍ପୃକ୍ତ ?
୫-ଇରମ୍ ଗୁଳିକାଣ୍ଡ କେଉଁ ମସିହାରେ ହୋଇଥିଲା ?

ଉତ୍ତର-
୧-ଦେବଗଡ
୨-ଶ୍ରୀ ଦନାଇ ଦାସ
୩-ଗଞ୍ଜାମ
୪-ଭଲିବଲ୍
୫-୧୯୪୨

No comments:

Post a Comment