Thursday 7 December 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୪୮ ତା-୭ ଡିସେମ୍ବର ୨୦୧୭

ପ୍ରଶ୍ନ-
୧-ଡେଲାଙ୍ଗ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-"ସର୍ବାଙ୍ଗସୁନ୍ଦରୀ" ସାହିତ୍ୟ କୃତୀ କିଏ ରଚନା କରିଛନ୍ତି?
୩-ଗୋପାଳପୁର ବନ୍ଦର କେଉଁ ଜିଲ୍ଲାରେ ଅବସ୍ଥିତ ?
୪-ଅନସୂୟା ମଲ୍ଲିକ କେଉଁ କ୍ରୀଡା ସହ ସମ୍ପୃକ୍ତ ?
୫-କେଉଁ ମସିହାରେ "ଉତ୍କଳ ସଭା" ଗଠନ ହୋଇଥିଲା?

ଉତ୍ତର-
୧-ପୁରୀ
୨-ଶ୍ରୀ ଲୋକନାଥ ବିଦ୍ୟଧର
୩-ଗଞ୍ଜାମ
୪-ସାଇକେଲ ଚାଳନା
୫-୧୮୮୨

No comments:

Post a Comment