Saturday 14 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୯୪ ତା-୧୪ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ବାରକୋଟ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଶୀତଳ ଷଷ୍ଠୀ କେଉଁ ମାସରେ ପଡିଥାଏ ?
୩-ଗଦବା ଆଦିବାସୀ ନୃତ୍ୟ କେଉଁ ଜିଲ୍ଲାରେ ଦେଖାଯାଏ ?
୪-ମଳୟଗିରି ପର୍ବତ ଶୃଙ୍ଗ କେଉଁ ଜିଲ୍ଲାରେ ଅବସ୍ଥିତ ?
୫-"ଗାନ୍ଧୀ ମଣିଷ" ପ୍ରବନ୍ଧ ପୁସ୍ତକ କିଏ ରଚନା କରିଛନ୍ତି?

ଉତ୍ତର-
୧-ଦେବଗଡ
୨-ଜ୍ୟେଷ୍ଠ
୩-କୋରାପୁଟ
୪-ଅନୁଗୁଳ
୫-ଶ୍ରୀ ଶରତ କୁମାର ମହାନ୍ତି

No comments:

Post a Comment