Sunday 22 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୦୨ ତା-୨୨ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ମାନେଶ୍ବର ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଲିଙ୍ଗରାଜ ମନ୍ଦିର କେଉଁ ବଂଶର ରାଜା ନିର୍ମାଣ କରିଥିଲେ?
୩-ଛଉ ଲୋକନୃତ୍ୟ କେଉଁ ଜିଲ୍ଲାରେ ଦେଖାଯାଏ ?
୪-ବାଗ୍ମୀ ବିଶ୍ବନାଥ କର କେବେ ମୃତ୍ୟୁବରଣ କରିଥିଲେ?
୫-"ଜୀବନର ଚଳାପଥେ" ପୁସ୍ତକ କିଏ ରଚନା କରିଛନ୍ତି?

ଉତ୍ତର-
୧-ସମ୍ବଲପୁର
୨-ସୋମବଂଶ
୩-ମୟୁରଭଞ୍ଜ
୪-୧୯ ଅକ୍ଟୋବର୍ ୧୯୩୪
୫-ଶ୍ରୀ ପଠାଣି ପଟ୍ଟନାୟକ

No comments:

Post a Comment