Sunday 15 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୯୫  ତା-୧୫ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ବଂଶପାଳ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଗହ୍ମାପୂର୍ଣ୍ଣିମା କେଁଉ ମାସରେ ପାଳନ କରାଯାଏ ?
୩-ପରଶୁରାମେଶ୍ବର ଶୈବପୀଠ କେଉଁଠାରେ ଅବସ୍ଥିତ ?
୪-"ସପ୍ତମ ଋତୁ" କବିତା ପୁସ୍ତକ କିଏ ରଚନା କରିଛନ୍ତି ?
୫-ଦୀପଗିରି ପର୍ବତ ଶୃଙ୍ଗ କେଉଁ ଜିଲ୍ଲାରେ ଅବସ୍ଥିତ ?

ଉତ୍ତର-
୧-କେନ୍ଦୁଝର
୨-ଶ୍ରାବଣ ମାସ
୩-ଭୁବନେଶ୍ବର
୪-ଶ୍ରୀ ରମାକାନ୍ତ ରଥ
୫-କଳାହାଣ୍ଡି 

No comments:

Post a Comment