Tuesday 24 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୦୪ ତା-୨୪ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ଗୋଲାମୁଣ୍ଡା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ବୀର ସୁରେନ୍ଦ୍ର ସାଏଙ୍କ ବାପାଙ୍କ ନାମ କଣ?
୩-ଓଡିଶା ସରକାରୀ ଭାଷା ଅଧିନିୟମ କେବେ ପ୍ରଣୟନ ହୋଇଥିଲା?
୪-"ଏକଲା ମଣିଷ" ପୁସ୍ତକ କିଏ ରଚନା କରିଛନ୍ତି ?
୫-ଗିରିଡିବନ୍ଧ ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?

ଉତ୍ତର-
୧-କଳାହାଣ୍ଡି
୨-ଶ୍ରୀ ଧରମ୍ ସିଂ
୩-୧୯୫୪ ମସିହାରେ
୪-ଶ୍ରୀ ଗୋପାଳକୃଷ୍ଣ ରଥ
୫-କେନ୍ଦୁଝର

No comments:

Post a Comment