Thursday 5 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୮୫ ତା-୫ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ନରସିଂହପୁର ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ପ୍ରସିଦ୍ଧ ଚନ୍ଦନେଶ୍ବର ମନ୍ଦିର କେଉଁଠାରେ ଅବସ୍ଥିତ ?
୩-ପ୍ରେମିକ କବି ଉପାଧି କେଉଁ କବିଙ୍କୁ ମିଳିଅଛି ?
୪-ଦେବକୁଣ୍ଡ ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?
୫-"ବିପୁଳ ଦିଗନ୍ତ" ପୁସ୍ତକ କିଏ ରଚନା କରିଛନ୍ତି?

ଉତ୍ତର-
୧-କଟକ
୨-ଭୋଗରାଇ
୩-ମାୟାଧର ମାନସିଂ
୪-ମୟୁରଭଞ୍ଜ
୫-ଗୋପାଳକୃଷ୍ଣ ରଥ

No comments:

Post a Comment