Saturday 7 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ -୮୭ ତା-୦୭ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ବିନିକା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ରଜ ପର୍ବ କେଉଁ ମାସରେ ପାଳନ କରାଯାଇଥାଏ?
୩-ପ୍ରସିଦ୍ଧ ଅଲାରନାଥ ମନ୍ଦିର କେଉଁଠାରେ ଅବସ୍ଥିତ ?
୪-କଣ୍ଟା ଓ ଅନ୍ୟାନ୍ୟ ଗଳ୍ପ ପୁସ୍ତକ କିଏ ରଚନା କରିଛନ୍ତି?
୫-ମାଙ୍କଡନଚା ପର୍ବତ କେଉଁ ଜିଲ୍ଲାରେ ଅବସ୍ଥିତ ?

ଉତ୍ତର-
୧-ସୋନପୁର
୨-ଜ୍ୟେଷ୍ଠ ମାସ
୩-ପୁରୀ
୪-ଶ୍ରୀ ଗୌରହରି ଦାସ
୫-କେନ୍ଦୁଝର

No comments:

Post a Comment