Tuesday 3 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୮୩ ତା-୩ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ଗାଇସିଲଟ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ବିଶ୍ବକର୍ମା ପୂଜା କେଉଁ ମାସରେ ପାଳନ କରାଯାଏ ?
୩-ନାଟ୍ୟ ଭାରତୀ ଉପାଧି କିଏ ପାଇଛନ୍ତି ?
୪-ଖୁଣ୍ଟାବଳ ପର୍ବତ କେଉଁ ଜିଲ୍ଲାରେ ଅବସ୍ଥିତ ?
୫-"ତନ୍ମୟ ଧୂଳି" ପୁସ୍ତକ କିଏ ରଚନା କରିଛନ୍ତି ?

ଉତ୍ତର-
୧-ବରଗଡ
୨-ଆଶ୍ବିନ ମାସ
୩-ଶ୍ରୀ ଅଶ୍ବିନୀ କୁମାର ଘୋଷ
୪-ଗଞ୍ଜାମ
୫-ଶ୍ରୀମତି ପ୍ରତିଭା ଶତପଥୀ 

No comments:

Post a Comment