Sunday 1 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୮୧ ତା-୧ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ଗୁଡାରୀ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-"ଗୋପପୁର" ପୁସ୍ତକ କିଏ ରଚନା କରିଛନ୍ତି ?
୩-ମୋତିଝରଣ ଚିଡିଆଖାନା କେଉଁଠାରେ ଅବସ୍ଥିତ ?
୪-ପ୍ରଥମ ଓଡିଆ ମହିଳା ଜାତୀୟ ଜୁଡୋ ରେଫରୀ କିଏ ?
୫-ଟମକା ପର୍ବତ କେଉଁ ଜିଲ୍ଲାରେ ଅବସ୍ଥିତ ?

ଉତ୍ତର-
୧-ରାୟଗଡା
୨-ଶ୍ରୀ ରାମଚନ୍ଦ୍ର ବେହେରା
୩-ସମ୍ବଲପୁର
୪-ଶ୍ରୀମତି ଗୀତାଞ୍ଜଳି ପଣ୍ଡା
୫-କେନ୍ଦୁଝର

No comments:

Post a Comment