Wednesday 11 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୯୧ ତା-୧୧ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ଦର୍ପଣୀ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-"ସବୁଠାରୁ ଦୀର୍ଘରାତି"ପୁସ୍ତକ କିଏ ରଚନା କରିଛନ୍ତି ?
୩-ପ୍ରସିଦ୍ଧ ବିରଞ୍ଚି ନାରାୟଣ ମନ୍ଦିର କେଉଁଠାରେ ଅଛି ?
୪-ଦେବସ୍ନାନ ପୂର୍ଣ୍ଣିମା କେଉଁ ମାସରେ ପଡିଥାଏ ?
୫-କୋଣ୍ଡାମାଳି ପର୍ବତ କେଉଁ ଜିଲ୍ଲାରେ ଅବସ୍ଥିତ ?

ଉତ୍ତର-
୧-ଯାଜପୁର
୨-ଶ୍ରୀ ଚନ୍ଦ୍ରଶେଖର ରଥ
୩-ଭଦ୍ରକ
୪-ଜ୍ୟେଷ୍ଠ ମାସ
୫-କୋରାପୁଟ

No comments:

Post a Comment