Thursday 19 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୯୯ ତା-୧୯ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-କୁସୁମୀ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଆଇ ଏମ୍ କଲାମ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା କେଉଁ ଓଡିଆ ଦେଇଛନ୍ତି ?
୩-ହାଣ୍ଡିଭଙ୍ଗା ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?
୪-ଓଡିଶାର କେଉଁ ଜିଲ୍ଲାରେ ସର୍ବାଧିକ ବିଧାନସଭା ଆସନ ଅଛି?
୫-ଶ୍ରୀ ସଚ୍ଚି ରାଉତରାୟ କେଉଁ ମସିହାରେ ଜ୍ଞାନପୀଠ ପୁରସ୍କାର ପାଇଥିଲେ?

ଉତ୍ତର-
୧-ମୟୁରଭଞ୍ଜ
୨-ଶ୍ରୀ ନୀଳମାଧବ ପଣ୍ଡା
୩-କେନ୍ଦୁଝର
୪-ଗଞ୍ଜାମ
୫-୧୯୮୬ ମସିହାରେ

No comments:

Post a Comment