Saturday 28 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୦୮ ତା-୨୮ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ଝୁମ୍ପୁରା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ପ୍ରସିଦ୍ଧ ସିଦ୍ଧେଶ୍ବର ମନ୍ଦିର ଓଡିଶାର କେଉଁଠାରେ ଅଛି?
୩-"ଅମୃତ ସନ୍ତାନ" ଉପନ୍ୟାସ ପୁସ୍ତକ କିଏ ରଚନା କରିଛନ୍ତି?
୪-ପଣ୍ଡିତ ନୀଳକଣ୍ଠ ଦାସ କେବେ ଓଡିଶା ବିଧାନସଭାର ବାଚସ୍ପତି ହୋଇଥିଲେ?
୫-କଳାହାଣ୍ଡି ଜିଲ୍ଲା କେଉଁ ନୃତ୍ୟ ପାଇଁ ପ୍ରସିଦ୍ଧି ଲାଭ କରିଛି?

ଉତ୍ତର-
୧-କେନ୍ଦୁଝର
୨-ନରାଜ
୩-ଶ୍ରୀ ଗୋପୀନାଥ ମହାନ୍ତି
୪-୨୭ ମଈ ୧୯୫୭
୫-ଘୁମୁରା ନୃତ୍ୟ

No comments:

Post a Comment