Tuesday 31 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୧୧ ତା-୩୧ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ବାଣପୁର ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଇଷ୍ଟଇଣ୍ଡିଆ କମ୍ପାନୀ କେବେ ବାରବାଟି ଦୁର୍ଗ ଅଧିକାର କରିଥିଲା?
୩-"ବଡଓଷା" କେଉଁ ମାସରେ ପାଳନ କରାଯାଏ?
୪-"ଲାବଣ୍ୟବତୀ" କାବ୍ୟ କିଏ ରଚନା କରିଛନ୍ତି?
୫-ଅଭିନେତା ବିଜୟ ମହାନ୍ତିଙ୍କ ପ୍ରଥମ ଚଳଚ୍ଚିତ୍ରର ନାମ କଣ?

ଉତ୍ତର-
୧-ଖୋର୍ଦ୍ଧା
୨-୧୪ ଅକ୍ଟୋବର୍ ୧୮୦୩
୩-କାର୍ତ୍ତିକ ମାସ
୪-କବିସମ୍ରାଟ ଉପେନ୍ଦ୍ର ଭଞ୍ଜ
୫-ଚିଲିକା ତୀରେ

No comments:

Post a Comment