Friday 20 October 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୦୦ ତା-୨୦ ଅକ୍ଟୋବର୍ ୨୦୧୭

ପ୍ରଶ୍ନ-
୧-ରାଇଗଡ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ମଧୁସୂଦନ ଦାସ କେବେ ଇହଧାମ ତ୍ୟାଗ କରିଥିଲେ?
୩-କେନ୍ଦ୍ରାଞ୍ଚଳ ରାଜସ୍ବ ବିଭାଗର ମୁଖ୍ୟାଳୟ କେଉଁଠାରେ ଅଛି?
୪-"କା" ଉପନ୍ୟାସ କେଉଁ ଉପନ୍ୟାସିକ ରଚନା କରିଛନ୍ତି?
୫-ମହାଳୟା କେଉଁ ମାସରେ ପାଳନ କରାଯାଏ ?

ଉତ୍ତର-
୧-ନବରଙ୍ଗପୁର
୨- ୦୪ ଫେବୃଆରୀ ୧୯୩୪
୩-କଟକ
୪-ଶ୍ରୀ କାହ୍ନୁଚରଣ ମହାନ୍ତି
୫-ଆଶ୍ବିନ ମାସ

No comments:

Post a Comment