Friday 22 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୭୨ ତା-୨୨ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-ତିହିଡି ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଶ୍ରୀରାମ ନବମୀ କେଉଁ ମାସରେ ପଡିଥାଏ ?
୩-ଓଡିଶା ଦକ୍ଷତା ବିକାଶର ମୁଖ୍ୟଙ୍କ ନାମ କଣ ?
୪-ପାଟଦେଇ ପୁସ୍ତକ କିଏ ରଚନା କରିଛନ୍ତି ?
୫-ନିର୍ମଳ‍ଝର ଜଳପ୍ରପାତ କେଉଁ ଜିଲ୍ଲାରେ ଅଛି ?

ଉତ୍ତର-
୧-ଭଦ୍ରକ
୨-ଚୈତ୍ର
୩-ଶ୍ରୀ ସୁବ୍ରତ ବାଗ୍ଚି
୪-ଶ୍ରୀମତି ବୀଣାପାଣି ମହାନ୍ତି
୫-ଗଞ୍ଜାମ

No comments:

Post a Comment