Saturday 9 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସଧାରଣଜ୍ଞାନ-୫୯ ତା-୯ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-କଣାସ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଖଣ୍ଡୁଆ ହସ୍ତଶିଳ୍ପ ଦ୍ରବ୍ୟ ପାଇଁ କେଉଁ ସ୍ଥାନ ପ୍ରସିଦ୍ଧ ?
୩-"ସମୁଦ୍ର ସ୍ନାନ" ପୁସ୍ତକ କିଏ ରଚନା କରିଛନ୍ତି ?
୪-ବର୍ତ୍ତମାନ ଓଡିଶାର ପରିବହନ ମନ୍ତ୍ରୀ କିଏ ଅଛନ୍ତି?
୫-ଇସ୍ପାତ ନଗରୀ ରୂପେ କେଉଁ ସହର ପରିଚିତ ?

ଉତ୍ତର-
୧-ପୁରୀ
୨-ନୂଆପାଟଣା,କଟକ
୩-ଗୁରୁପ୍ରସାଦ ମହାନ୍ତି
୪-ନୃସିଂହ ଚରଣ ସାହୁ
୫-ରାଉରକେଲା

No comments:

Post a Comment