Friday 1 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୫୧  ତା-୧ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-ଓଡାପଡା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ବର୍ତ୍ତମାନ ଓଡିଶାର ସଂସ୍କୃତି ମନ୍ତ୍ରୀ କିଏ ଅଛନ୍ତି ?
୩-ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସାକେନ୍ଦ୍ର କେଉଁଠାରେ ଅଛି?
୪-ସୋନପୁରଠାରେ ମହାନଦୀରେ ନିର୍ମିତ ସେତୁର ନାମ କଣ?
୫-"ପଦ୍ମିନୀ" କାବ୍ୟ କେଉଁ କବି ରଚନା କରିଛନ୍ତି ?

ଉତ୍ତର-
୧-ଢେଙ୍କାନାଳ
୨-ଶ୍ରୀ ଅଶୋକ ପଣ୍ଡା
୩-କଟକ
୪-ବିଜୁ ପଟ୍ଟନାୟକ ସେତୁ
୫-ସ୍ବଭାବ କବି ଗଙ୍ଗାଧର ମେହେର

No comments:

Post a Comment