Saturday 23 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୭୩ ତା-୨୩ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-ବରପାଲି ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ବାଦାମଗଡ ଝରଣା କେଉଁ ଜିଲ୍ଲାରେ ଅବସ୍ଥିତ ?
୩-ଗର୍ଭଗୃହ ପୁସ୍ତକ କିଏ ରଚନା କରିଛନ୍ତି ?
୪-ସ୍ନାନ କ୍ଷେତ୍ର ରୂପେ ଓଡିଶାର କେଉଁ ସ୍ଥାନ ପ୍ରସିଦ୍ଧ ?
୫-ଅକ୍ଷୟ ତୃତୀୟା କେଉଁ ମାସରେ ପଡିଥାଏ ?

ଉତ୍ତର-
୧-ବରଗଡ
୨-ସୁନ୍ଦରଗଡ
୩-ଶ୍ରୀ ହରପ୍ରସାଦ ଦାସ
୪-ଚନ୍ଦ୍ରଭାଗା
୫-ବୈଶାଖ

No comments:

Post a Comment