Friday 15 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୬୫  ତା-୧୫ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-ରସୁଲପୁର ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଶଙ୍ଖ କ୍ଷେତ୍ର ନାମରେ କେଉଁ ସ୍ଥାନ ପ୍ରସିଦ୍ଧ ଅଟେ ?
୩-ନାଗାବଳୀ ନଦୀ କେଉଁଠାରେ ଉତ୍ପତ୍ତି ହୋଇଅଛି ?
୪-ଓଡିଶାର ବୃହତ୍ତମ ଟେଲିଭିଜନ୍ ଷ୍ଟୁଡିଓର ନାମ କଣ?
୫-ଓଡିଶା ରାଜ୍ୟ ଯୋଜନା ବୋର୍ଡର ଉପାଧକ୍ଷ କିଏ ଅଛନ୍ତି?

ଉତ୍ତର-
୧-ଯାଜପୁର
୨-ପୁରୀ
୩-କଳାହାଣ୍ଡି
୪-କଳିଙ୍ଗ ଷ୍ଟୁଡିଓ
୫-ଶ୍ରୁୀ ବିଷ୍ଣୁ ଚରଣ ଦାସ

No comments:

Post a Comment