Wednesday 13 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ -୬୩  ତା-୧୩ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-କପ୍ତିପଦା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ବର୍ତ୍ତମାନ ଓଡିଶାର ଯୋଜନା ଓ ସମନ୍ବୟ ମନ୍ତ୍ରୀ କିଏ ଅଛନ୍ତି?
୩-"ବାଣୀକ୍ଷେତ୍ର" ନାମରେ କେଉଁ ସ୍ଥାନ ପ୍ରସିଦ୍ଧ ଲାଭ କରିଛି?
୪-ଓଡିଶାର ବୃହତ୍ତମ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର କେଉଁଠି ?
୫-"ସୂର୍ଯ୍ୟ ଓ ଅନ୍ଧକାର" ପୁସ୍ତକ କିଏ ରଚନା କରିଛନ୍ତି ?

ଉତ୍ତର-
୧-ମୟୁରଭଞ୍ଜ
୨-ଶ୍ରୀମତୀ ଉଷା ଦେବୀ
୩-ଝଙ୍କଡ
୪-ପାଇକମାଳ
୫-ଶ୍ରୀ ରାଧାମୋହନ ଗଡନାୟକ 

No comments:

Post a Comment