Wednesday 27 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୭୬ ତା-୨୬ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-କର୍ଲାମୁଣ୍ଡା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ସରସ୍ବତୀ ପୂଜା କେଉଁ ମାସରେ ପାଳନ କରାଯାଏ ?
୩-ବର୍ତ୍ତମାନ ଓଡିଶାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ କିଏ ଅଛନ୍ତି ?
୪-"ଦକ୍ଷିଣ ଆଫ୍ରିକରେ ଓଡିଆ ଢିଙ୍କି" କିଏ ରଚନା କରିଛନ୍ତି ?
୫-ପ୍ରସିଦ୍ଧ ମାଁ ଚର୍ଚ୍ଚିକା ମନ୍ଦିର କେଉଁଠାରେ ଅବସ୍ଥିତ ?

ଉତ୍ତର-
୧-କଳାହାଣ୍ଡି
୨-ମାଘ ମାସ
୩-ଶ୍ରୀ ନୃସିଂହ ସାହୁ
୪-ଶ୍ରୀ ଭୁବନେଶ୍ବର ବେହେରା
୫-ବାଙ୍କି 

No comments:

Post a Comment