Saturday 2 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୫୨  ତା-୨ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-ବଅଁରପାଳ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅଛି?
୨-ବର୍ତ୍ତମାନ ଓଡିଶାର ବୟନ ଶିଳ୍ପ ମନ୍ତ୍ରୀ କିଏ ଅଛନ୍ତି?
୩-ଓଡିଶା ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟ କେଉଁଠାରେ ଅଛି?
୪-ପ୍ରସିଦ୍ଧ ମାଁ ଲଙ୍କେଶ୍ବରୀଙ୍କ ମନ୍ଦିର କେଉଁଠାରେ ଅଛି?
୫-ଭଦ୍ରକଠାରେ ଥିବା ଷ୍ଟାଡିୟମର ନାମ କଣ ?

ଉତ୍ତର-
୧-ଅନୁଗୁଳ
୨-ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ
୩-କଟକ
୪-ଜୁନାଗଡ଼ ,କଳାହାଣ୍ଡି
୫-ଲାଲ୍ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ୍

No comments:

Post a Comment