Sunday 17 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୬୭  ତା-୧୭ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-କାଶିପୁର ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଓଡିଶାର ଜାତୀୟ ବୃକ୍ଷର ନାମ କଣ ?
୩-ହୀରାକୁଦ ନଦୀବନ୍ଧର ଦୈର୍ଘ୍ଯ କେତେ ଅଟେ ?
୪-ଓଡିଶାର କେଉଁଠାରେ ବ୍ୟାଘ୍ରପ୍ରକଳ୍ପ ଅବସ୍ଥିତ ?
୫-ଓଡିଶା ରାଜ୍ୟ ଖଦି ବୋର୍ଡର ଅଧ୍ୟକ୍ଷ କିଏ ଅଛନ୍ତି ?

ଉତ୍ତର-
୧-ରାୟଗଡା
୨-ଅଶ୍ବତ୍ଥ ଗଛ
୩-୪.୮ କି.ମି.
୪-ଶିମିଳିପାଳ
୫-ଶ୍ରୀ ତେଜେଶ୍ବର ପରିଡା

No comments:

Post a Comment