Friday 8 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୫୮  ତା-୮ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-ଚନ୍ଦାହାଣ୍ଡି ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ନାରିକେଲ ଗବେଷଣା କେନ୍ଦ୍ର କେଉଁଠାରେ ଅଛି?
୩-ଶିଳାପଦ୍ମ ପୁସ୍ତକ କିଏ ରଚନା କରିଛନ୍ତି ?
୪-ପ୍ରସିଦ୍ଧ ଲଡୁବାବା ମନ୍ଦିର କେଉଁଠାରେ ଅଛି?
୫-ଓଡିଶାର ଦୀର୍ଘତମ ବିଦ୍ୟୁତ ଲାଇନ୍ କେଉଁଟି ?

ଉତ୍ତର-
୧-ନବରଙ୍ଗପୁର
୨-ସାକ୍ଷୀଗୋପାଳ
୩-ଶ୍ରୀମତି ପ୍ରତିଭା ରାୟ
୪-ଶରଣକୂଳ
୪-ତାଳଚେର ରୁ ବାଲିମେଳା

No comments:

Post a Comment