Thursday 21 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ -୭୧  ତା-୨୧ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-ଖପ୍ରାଖୋଲ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ପ୍ରଥମାଷ୍ଟମୀ କେଉଁ ମାସରେ ପଡିଥାଏ ?
୩-ବରେହିପାଣି ଜଳପ୍ରପାତ କେଉଁ ଜିଲ୍ଲାରେ ଅଛି ?
୪-ଶୈଳକଳ୍ପ ପୁସ୍ତକ କିଏ ରଚନା କରିଛନ୍ତି ?
୫-ତାରକସି କାମ ପାଇଁ ଓଡିଶାର କେଉଁ ସ୍ଥାନ ପ୍ରସିଦ୍ଧ ?

ଉତ୍ତର-
୧-ବଲାଙ୍ଗୀର
୨-ମାର୍ଗଶିର
୩-ମୟୁରଭଞ୍ଜ
୪-ରାଜେନ୍ଦ୍ର କିଶୋର ପଣ୍ଡା
୫-କଟକ

No comments:

Post a Comment