Tuesday 19 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୬୯  ତା-୧୯ ସେପ୍ଟେମ୍ବର୍ ୨୦୧୭
ପ୍ରଶ୍ନ-
୧-ବାହାନଗା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଝୁଲଣଯାତ୍ରା କେଉଁ ମାସରେ ପଡିଥାଏ ?
୩-ପ୍ରସିଦ୍ଧ ସିଦ୍ଧେଶ୍ବର ମନ୍ଦିର କେଉଁଠାରେ ଅଛି ?
୪-ଦେଉଳଝରି ଉଷ୍ଣପ୍ରସବଣ କେଉଁ ଜିଲ୍ଲାରେ ଅବସ୍ଥିତ ?
୫-ବାନପ୍ରସ୍ଥ ପୁସ୍ତକ କିଏ ରଚନା କରିଛନ୍ତି ?

ଉତ୍ତର-
୧-ବାଲେଶ୍ବର
୨-ଶ୍ରାବଣ
୩-ନରାଜ
୪-ଅନୁଗୁଳ
୫-ଶ୍ରୀ ବିଜୟ ମିଶ୍ର

No comments:

Post a Comment