Sunday 10 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ -୬୦ ତା-୧୦ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-ମାଥିଲି ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-କେନ୍ଦ୍ର ସରକାରରେ ମନ୍ତ୍ରୀ ଥିବା ଦୁଇ ଓଡିଆ ଙ୍କ ନାମ କଣ?
୩-ନିର୍ଭୟ ଖବରକାଗଜର ସମ୍ପାଦକଙ୍କ ନାମ କଣ?
୪-ଓଡିଶାର କେଉଁଠାରେ ରେଳଡବା ମରାମତି କାରଖାନା ଅଛି?
୫-କେଉଁ ନଦୀ କୂଳରେ ଧଉଳି ଗିରି  ଅବସ୍ଥିତ ?

ଉତ୍ତର-
୧-ମାଲକାନଗିରି
୨-ଶ୍ରୀ ଜୁଏଲ୍ ଓରାମ୍ ଓ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ
୩-ଶ୍ରୀ ନବୀନ ଦାସ
୪-ମଞ୍ଚେଶ୍ବର
୫-ଦୟା ନଦୀ

No comments:

Post a Comment