Monday 4 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୫୪ ତା-୦୪ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-ଦଶରଥପୁର ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅଛି ?
୨-ବର୍ତ୍ତମାନ ଓଡିଶାର ଆଦିବାସୀ କଲ୍ୟାଣ ମନ୍ତ୍ରୀ କିଏ ଅଛନ୍ତି?
୩-ନନ୍ଦନକାନନ ନିକଟରେ କେଉଁ ରେଳ ଷ୍ଟେସନ ଅଛି ?
୪-ସହୀଦ୍ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ୍ କେଉଁଠାରେ ଅଛି?
୫-"ଦକ୍ଷିଣ ଆଫ୍ରିକାରେ ଓଡିଆ ଢିଙ୍କି" କିଏ ରଚନା କରିଛନ୍ତି?

ଉତ୍ତର-
୧-ଯାଜପୁର
୨-ଶ୍ରୀ ରମେଶ ଚନ୍ଦ୍ର ମାଝୀ
୩-ବାରଙ୍ଗ୍
୪-କୋରାପୁଟ
୫-ଶ୍ରୀ ଭୁବନେଶ୍ବର ବେହେରା

No comments:

Post a Comment