Monday 11 September 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୬୧  ତା-୧୧ ସେପ୍ଟେମ୍ବର୍ ୨୦୧୭

ପ୍ରଶ୍ନ-
୧-ଲହୁଣିପଡା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ?
୨-ବର୍ତ୍ତମାନ ଓଡିଶାର ଖଣି ମନ୍ତ୍ରୀ କିଏ ଅଛନ୍ତି ?
୩-କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କେଉଁ ବିଭାଗର ମନ୍ତ୍ରୀ ଅଛନ୍ତି?
୪-କେତେ ଜଣ ବଢେଇ କୋଣାର୍କ ମନ୍ଦିର ନିର୍ମାଣରେ ନିୟୋଜିତ ଥିଲେ?
୫-ବସନ୍ତ ମହାନ୍ତି କେଉଁ ଖେଳ ସହ ସମ୍ପୃକ୍ତ ଅଟନ୍ତି?

ଉତ୍ତର-
୧-ସୁନ୍ଦରଗଡ
୨-ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ
୩-ପେଟ୍ରୋଲିୟମ୍,ପ୍ରାକୃତିକ ଗ୍ୟାସ ଓ ଦକ୍ଷତା ବିକାଶ
୪-୧୨୦୦
୫-କ୍ରିକେଟ

No comments:

Post a Comment