Thursday 13 July 2017

ଓଡିଶା ସାଧାରଣଜ୍ଞାନ

                              ଓଡିଶା ସାଧାରଣଜ୍ଞାନ
୧-କଳିଙ୍ଗଯୁଦ୍ଧ କେଉଁ ମସିହାରେ ହୋଇଥିଲା?
୨-ହାତୀଗୁମ୍ଫା ଶିଳାଲେଖରେ କେଉଁ ରାଜାଙ୍କ ସମ୍ପର୍କରେ ବର୍ଣ୍ଣିତ ହୋଇଛି?
୩-ଓଡିଶା କେବେ ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା?
 ୪-ଉତ୍କଳ ବିଶ୍ବବିଦ୍ଯାଳୟର ପ୍ରଥମ କୁଳପତିଙ୍କ ନାମ କଣ?
 ୫-ଯୋରନ୍ଦା ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ?




ଊତ୍ତର-୧-ଖ୍ରୀଷ୍ଟପୂର୍ବ ୨୬୧,
         ୨-ମହାମେଘବାହନ ଐର ଖାରବେଳ
         ୩-୧ ଏପ୍ରିଲ ୧୯୩୬
         ୪-ପ୍ରଫେସର ପ୍ରାଣକୃଷ୍ଣ ପରିଜା
         ୫-ମୟୁରଭଞ୍ଜ

No comments:

Post a Comment