Thursday 27 July 2017

ଓଡିଶା ସାଧାରଣଜ୍ଞାନ

       ଓଡିଶା ସାଧାରଣଜ୍ଞାନ-୧୫  ତା-୨୭ ଜୁଲାଇ ୨୦୧୭

୧-ତପ୍ତପାଣି ଉଷ୍ଣପ୍ରସବଣ କେଉଁ ଜିଲ୍ଲାରେ ଅବସ୍ଥିତ?
ଉ-ଗଞ୍ଜାମ

୨-ଓଡିଶାର ବୃହତ୍ତମ ହ୍ରଦର ନାମ କଣ?
ଉ-ଚିଲିକା

୩-ଶ୍ରୀରାଧା କବିତାର ରଚୟିତା କିଏ?
ଉ-ରମାକାନ୍ତ ରଥ

୪-ସାହିଯାତ ନୃତ୍ୟ ପାଇଁ କେଉଁ ସ୍ଥାନ ପ୍ରସିଦ୍ଧ?
ଉ-ପୁରୀ

୫-ପଶ୍ଚିମ ଓଡିଶା ବିକାଶ ପରିଷଦ କେବେ ଗଠନ ହୋଇଥିଲା?
ଉ-୩ ଜୁଲାଇ ୧୯୯୯

No comments:

Post a Comment