Wednesday 19 July 2017

ଓଡିଶା ସାଧାରଣଜ୍ଞାନ

        ଓଡିଶା ସାଧାରଣଜ୍ଞାନ -୭    ତା-୧୯ଜୁଲାଇ ୨୦୧୭

୧-"ନୀଳଶୈଳ"ଉପନ୍ୟାସ କେଉଁ ଉପନ୍ୟାସିକ ରଚନା କରିଛନ୍ତି?
ଉ-ଶ୍ରୀ ସୁରେନ୍ଦ୍ର ମହାନ୍ତି

୨-ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀଙ୍କ ନାମ କଣ?
ଉ-ଶ୍ରୀମତି ନନ୍ଦିନୀ ଶତପଥୀ

୩-ମା ବିରଜାଙ୍କ ରଥର ନାମ କଣ ?
ଉ-ସିଂହଧ୍ବଜ

୪-ସୀତା ବିବାହ ଚଳଚ୍ଚିତ୍ରର ନିର୍ଦ୍ଦେଶକଙ୍କ ନାମ କଣ ?
ଉ-ମୋହନସୁନ୍ଦର ଦେବ ଗୋସ୍ବାମୀ

୫-କେଉଁ ଗଡଜାତ ରାଜ୍ୟ ସର୍ବଶେଷରେ ଓଡିଶା ସହ ମିଶିଥିଲା ?
ଉ-ମୟୁରଭଞ୍ଜ

No comments:

Post a Comment