Thursday 20 July 2017

ଓଡିଶା ସାଧାରଣଜ୍ଞାନ

          ଓଡିଶା ସାଧାରଣଜ୍ଞାନ-୮     ତା-୨୦ ଜୁଲାଇ ୨୦୧୭

୧-"ବ୍ୟାସସରୋବର"କେଉଁ ଜିଲ୍ଲାରେ ଅବସ୍ଥିତ  ?
ଉ-ଯାଜପୁର

୨-ଓଡିଆ ମହାଭାରତ କିଏ ରଚନା କରିଛନ୍ତି ?
ଉ-ସାରଳା ଦାସ

୩-"ପଦ୍ମବିଭୂଷଣ" ପୁରସ୍କାର ପାଇଥିବା ପ୍ରଥମ ଓଡିଆ କିଏ ?
ଉ-ଶ୍ରୀ କେଳୁଚରଣ ମହାପାତ୍ର

୪-୧ ଏପ୍ରିଲ ୧୯୩୬ ସ୍ବତନ୍ତ୍ର ପ୍ରଦେଶ ଗଠନ ସମୟରେ ଓଡିଶାରେ ମୋଟ କେତୋଟି ଜିଲ୍ଲା ଥିଲା?
ଉ-୬ଟି

୫-ସନତ୍ ମିଶ୍ର କେଉଁ କ୍ରୀଡା ସହ ସମ୍ପୃକ୍ତ ଥିଲେ ?
ଉ-ବ୍ୟାଡମିଣ୍ଟନ୍

No comments:

Post a Comment